ଭୁବନେଶ୍ୱର .- ରାଜଧାନୀ ଭୁବନେଶ୍ୱରର ଅନେକସ୍ଥାନରେ ବିଦ୍ୟୁତ ସଂଯୋଗ ଦିଆଯାଇଛି । ବିଦ୍ୟୁତ କର୍ମଚାରୀଙ୍କର ଅହରହ ପରିଶ୍ରମ ଯୋଗୁଁ ଏହା ସମ୍ଭବ ହୋଇ ପାରିଛି । ତେବେ ଚନ୍ଦ୍ର ଶେଖରପୁର -୧, ଶିଖରଚଣ୍ଡୀ, ନନ୍ଦନ ବିହାର, ଇନେଫୋସିଟି ସ ନ୍ୟୁ ଇଣ୍ଡଷ୍ଟ୍ରିଆଲ୍ ଏରିଆ, ଡୁମଡୁମା ହାଉସିଂ ବୋର୍ଡ, ପଞ୍ଚସଖା ନଗର ଓ ଶ୍ରିବିହାରରେ ଶୁକ୍ରବାର ସୁଦ୍ଧା ବିଦ୍ୟୁତ ସଂଯୋଗ ଦିଆଯିବ ।