ବାୟୁସେନାର ଇଷ୍ଟର୍ଣ୍ଣ ଏୟାର କମାଣ୍ଡ ର କମାଣ୍ଡିଂ ଅଫିସର ଭାବେ ନିଯୁକ୍ତି ପାଇଛନ୍ତି ଓଡ଼ିଆ ଏୟାର ମାର୍ଶାଲ ଦିଲ୍ଲୀପ କୁମାର ପଟ୍ଟନାୟକ

0 121


ବାୟୁସେନାର ଇଷ୍ଟର୍ଣ୍ଣ ଏୟାର କମାଣ୍ଡ ର କମାଣ୍ଡିଂ ଅଫିସର ଭାବେ ନିଯୁକ୍ତି ପାଇଛନ୍ତି ଓଡ଼ିଆ ଏୟାର ମାର୍ଶାଲ ଦିଲ୍ଲୀପ କୁମାର ପଟ୍ଟନାୟକ ।

୧୯୯୯ ମସିହା କାରଗିଲ ଯୁଦ୍ଧ ସମୟରେ ବୀରତ୍ୱ ପ୍ରଦର୍ଶନ କରିଥିବା ଏହି ଓଡ଼ିଆ ଅଧିକାରୀ ବାୟୁସେନା ମେଡାଲ୍‍, ଅତିବିଶିଷ୍ଟ ସେବା ମେଡାଲ୍‍ ସମ୍ମାନରେ ସମ୍ମାନୀତ ହୋଇଛନ୍ତି । ତାଙ୍କର ୨୫ ଶହ ଘଣ୍ଟାର ମିରାଜ୍‍ ୨୦୦୦, ମିଗ୍‍ ୨୧ ଭଳି ବିମାନ ଉଡାଇବାର ଦକ୍ଷତା ରହିଛି ।

ଏହି ଦାୟିତ୍ୱ ଗ୍ରହଣ କରିବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ ଅଫିସର । ଆସନ୍ତାକାଲି ସେ ବିଧିବଦ୍ଧ ଭାବେ ଏହି ଦାୟିତ୍ୱ ଗ୍ରହଣ କରିବେ ।

Leave A Reply