ଏସୀୟକ୍ରୀଡାର ୨୦୦ ମିଟର ସେମିଫାଇନାଲରେ ଦୂତୀ ଚାନ୍ଦ

ଏସୀୟକ୍ରୀଡାର ୨୦୦ ମିଟର ସେମିଫାଇନାଲରେ ଦୂତୀ ଚାନ୍ଦ

0 551

ଜାକାର୍ତ୍ତା.- ଓଡିଆ ଝିଅ ଦୂତୀ ଚାନ୍ଦ ଏସୀୟ କ୍ରୀଡାରରେ ୧୦୦ ମିଟରରେ ରୌପ୍ୟ ପଦକ ଜିତିବା ପରେ ପୁଣି ୨୦୦ ମିଟରର ସେମିଫାଇନାଲ୍‌କୁ ଉନ୍ନୀତ ହୋଇଛନ୍ତି ।  ବାରତର ଅନ୍ୟତମ ଧାବିକା ହିମା ଦାସ ବି ସେମିଫାଇନାଲ୍‌କୁ ଉନ୍ନୀତ ହୋଇଛନ୍ତି ।

 

ଯୋଗ୍ୟତା ପର୍ଯ୍ୟାୟରେ ଦୂତୀ ଚାନ୍ଦ ମାତ୍ର ୨୩.୩୭ ସେକେଣ୍ଡରେ ଏହି ଦୂରତାକୁ ଅତିକ୍ରମ କରି ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି ।  ମଙ୍ଗଳବାର ସନ୍ଧ୍ୟାରେ ଏହାର ଫାଇନାଲ ଅନୁଷ୍ଠିତ ହେବ ।

Leave A Reply