ନୂଆଦିଲ୍ଲୀ /ଭୁବନେଶ୍ୱର – ୨୦୧୯ ସାଧାରଣ ନିର୍ବାଚନ ସହ ଓଡ଼ିଶା ବିଧାନ ସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ୫୪ଟି ବିଧାନ ସଭା ଓ ୨ଟି ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି ।
ସତ୍ୟବାଦୀରୁ ପ୍ରସାଦ ହରିଚନ୍ଦନ , , ବିଜେପୁର ରିପୁନାଥ ସେଠ , ଆନନ୍ଦପୁରରୁ ଜୟଦେବ ଜେନା , ଢେଙ୍କାନାଳରୁ ନବୀନ ନନ୍ଦ, ଜଳେଶ୍ୱରରୁ ସୁଦର୍ଶନ ଦାସ , କଣ୍ଚାବାଞ୍ଜିରୁ ସନ୍ତୋଷ ସିଂ ସାଲୁଜା , ବାଙ୍କିରୁ ଦେବାଶୀଷ ପଟ୍ଟନାୟକ , ଆଠଗଡରୁ ଉମାବଲ୍ଲଭ ରଥ
ଜଗତସିଂପୁରରୁ ଚିରଞ୍ଜୀବ ବିଶ୍ୱାଳ , କଟକ-ବାରବାଟୀରୁ ମହମ୍ମଦ ମୋକିମ , ଦୁଇଟି ଲୋକ ସଭା ଆସନ କୋରାପୁଟ ସଂରକ୍ଷିତ ଆସନରୁ ସପ୍ତଗିରୀ ଉଲ୍ଲକା ଓ ବଲାଙ୍ଗୀରରୁ ସମରେନ୍ଦ୍ରଙ୍କ ନାମ ଘୋଷଣା କରାଯାଇଛି ।
ତାଲିକା ପ୍ରଦାନ କରାଯାଇଛି .-