ରାଜ୍ୟରେ ସାମାନ୍ୟ ଥଣ୍ଡା ଅନୁଭୂତ

0 95

ରାଜ୍ୟରେ ସାମାନ୍ୟ ଥଣ୍ଡା ଅନୁଭୂତ ହେବା ସହ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବାରେ ଲାଗିଛି । ଓଡ଼ିଶାର କାଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡ଼ିର ତାପମାତ୍ରା ୧୧ଡିଗ୍ରୀ ସେଲ୍‍ସିୟସ୍‍କୁ ଖସି ଆସିଛି । ଗୋଟିଏ ଦିନ ମଧ୍ୟରେ ଏହା ୫ ଡିଗ୍ରୀ ଖସିବା ସହ ଶୀତର ପ୍ରଭାବ ବୃଦ୍ଧି ପାଇଛି । ଅନ୍ୟ ପକ୍ଷରେ ଏଠାରେ ଶୀତର ପ୍ରଭାବ ବୃଦ୍ଧି ପାଇବାରୁ ପର୍ଯ୍ୟଟକଙ୍କ ଭିଡ଼ ବୃଦ୍ଧି ପାଇବାରେ ଲାଗିଛି ।

Leave A Reply