ପ୍ରାକୃତିକ ବିପର୍ଯ୍ୟୟ ବେଳେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସୁନାହାନ୍ତି, ଭୋଟ୍ ମାଗିବା ପାଇଁ ବାରମ୍ବାର ଆସୁଛନ୍ତି : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

0 1,143

ବାଲେଶ୍ୱର .- ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଜୋର ଧରିଛି । ବାଲଶ୍ୱର ଭୋଗରାଇ ଅଞ୍ଚଳରେ ମୁଖ୍ୟନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର କରିଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶା ଆସୁ ନ ଥିବା ବେଳେ ଭୋଟ୍‌ ମାଗିବା ପାଇଁ ବାରମ୍ବାର ଓଡ଼ିଶା ଆସୁଥିବା କଥା ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହି ନିର୍ବାଚନୀ ସଭାରେ ସେ ପ୍ରଥମେ ଜୟ ଜଗନ୍ନାଥ କହି ଭାଷଣ ଆରମ୍ଭ କରିବା ସହ ଆପଣ ଖୁସୀ ତ ବୋଲି ପଚାରିଥିଲେ । ଏହା ସହ ମୁଖ୍ୟମନ୍ତ୍ରୀ ଖରାରେ ଆସିଥିବା ସମସ୍ତ ଜନସାଧାରଣଙ୍କ ଧନ୍ୟବାଦ ଦେଇଥିଲେ । କାଳିଆ ଯୋଜନା ବିଷୟରେ ମୁଖ୍ୟମନ୍ତ୍ରୀ ଏହି ସଭାରେ କହିଥିଲେ । କାଳିଆ ଯୋଜନାକୁ ବନ୍ଦ କରିବା ପାଇଁ କେନ୍ଦ୍ର ଯୋଜନା କରିଥିବା କଥା ସେ କହିଛନ୍ତି

Leave A Reply