ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୟନ୍ତୀ

0 1,075

ଅବସରରେ ନଭେମ୍ବର ୧୫୪ ତାରିଖରେ ପାଳିତ ହୋଇଯାଇଛି । ତାଙ୍କ ଅମ୍ଳାନ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି । ଶିଶୁପ୍ରିୟ ପଣ୍ଡିତ ନେହେରୁଙ୍କୁ ଚାଚା ନେହେରୁ ମଧ୍ୟ କୁହାଯାଏ । ତାଙ୍କ ଜୟନ୍ତୀ ଅବସରରେ ଏହି ଦିନଟିକୁ ଶିଶୁଦିବସ ଭାବେ ପାଳନ କରାଯାଏ । ଚଳିତବର୍ଷ ଶିକ୍ଷାନୁଷ୍ଠାନ ବନ୍ଦ ଥିବାରୁ ଅନ୍‍ଲାଇନ୍‍ କ୍ଲାସ ମାଧ୍ୟମରେ ପିଲାମାନଙ୍କୁ ଶିଶୁଦିବସର ମହତ୍ତ୍ୱ ଓ ନେହେରୁଙ୍କ ଜୀବନୀ ବିଷୟରେ ଅବଗତ କରାଯାଉଛି ।

Leave A Reply