ମଇଁଷି ଦେଉଛି ବୁଡା ପହଁରା , ଦେଖନ୍ତୁ ଭିଡିଓ

0 2,127

ମାଛ ପାଣି ଭିତରେ ରହିଥାଏ । କୁମ୍ଭୀର ସହ ଅନ୍ୟାନ୍ୟ ଜଳଜ ଜୀବ ପାଣି ଭିତରେ ପହଁରି ଥାଆନ୍ତି । ମଣିଷ ବି ବୁଡା ପହଁରା ଦେଇଥାଏ । ହେଲେ ମଇଁଷି ପାଣିରେ ପହଁରିଥାଏ । ମାତ୍ର ଜୀବବିଜ୍ଞାନୀ ଓ ପ୍ରକୃତି ପ୍ରେମୀଙ୍କୁ ଏକ ଭିଡିଓ ଆଶ୍ଚର୍ଯ୍ୟ କରି ଦେଇଛି .। ମଇଁଷି ପାଣି ଉପରେ ପହଁରିବା ବଦଳରେ ପାଣି ଭିତରେ ବୁଡିକରି ସ୍ୱଚ୍ଛନ୍ଦରେ ପହଁର ପାରୁଛି । ନେଟରଲିଷ୍ଟର ଟ୍ୱିଟର ହ୍ୟାଣ୍ଡେଲ୍‌ରେ ଏହି ଭିଡିଓ କୁ ପୋଷ୍ଟ କରାଯାଇଛି , ଦେଖନ୍ତୁ ଭିଡିଓ

Leave A Reply