ନିର୍ବାଚନ ପାଇଁ ବିଜେଡିର ବିଧାନସଭା ପ୍ରାର୍ଥୀ ତାଲିକା ଘୋଷିତ
ପୁରୀ – ମହେଶ୍ୱର ମହାନ୍ତି
ବାଲେଶ୍ୱର- ଜୀବନ ପ୍ରଦୀପ ଦାସ
ସୋର- ପର୍ଶୁରାମ ଧଡା
ଜଳେଶ୍ବର-ଅଶ୍ବିନୀ ପାତ୍ର
ଭଦ୍ରକ-ସଂଜୀବ ମଲ୍ଲିକ
ବଡ଼ଚଣା- ଅମର ପ୍ରସାଦ ଶତପଥୀ
ରେଙ୍ଗାଲୀ-ରୀନା ତନ୍ତୀ
ବାରବାଟୀ-କଟକ – ଦେବାଶୀଷ ସାମନ୍ତରାୟ
କଟକ-ସଦର- ଚନ୍ଦ୍ର ସାରଥୀ ବେହେରା
ତିର୍ତ୍ତୋଲ – ବିଷ୍ଣୁ ଦାସ
ପାରାଦ୍ବୀପ- ସମ୍ବିତ ରାଉତରାୟ
ରାଜନଗର- ଧୃବ ସାହୁ
ଯଶୀପୁର- ଗୋଲକ ବିହାରୀ ନାୟକ
ବାଙ୍ଗିରପୋଷୀ – ସୁଦାମ ମାରାଣ୍ଡି
