ଶଯ୍ୟାମୂତ୍ର

0 818

ପ୍ରାୟତଃ ୩ ବର୍ଷ ପରେ ଶିଶୁଙ୍କର  ସ୍ୱତନ୍ତ୍ର ମୂତ୍ର ନିୟନ୍ତ୍ରଣର କ୍ଷମତା ବିକଶିତ ହୋଇଥାଏ।

ମାତ୍ର ୫ ବର୍ଷ ପରେ ମଧ୍ୟ କେତେକ ଶିଶୁ ଶଯ୍ୟାରେ ପରିସ୍ରା କରିଥାନ୍ତି।

ଛୋଟ ଝିଅଙ୍କ ତୁଳନାରେ ପୁଅଙ୍କ ଠାରେ ଏହି ଶଯ୍ୟାମୂତ୍ର ଅଧିକ ଦେଖାଯାଏ।

ବଂଶଗତ କାରଣ ଯୋଗୁଁ ମଧ୍ୟ ଏହା ହୋଇପାରେ।

ଏହି ରୋଗର ତୁରନ୍ତ ଚିକିତ୍ସା କଲେ ଆରୋଗ୍ୟ ସମ୍ଭବ।

Leave A Reply