ପିପିଲି ଉପନିର୍ବାଚନ ପାଇଁ ଗୁରୁବାର ଠାରୁ ପୋଷ୍ଟାଲ ବାଲାଟ୍ ପେପରରେ ମତଦାନ ଆରମ୍ଭ ହୋଇଛି । ଏ ସମ୍ପର୍କରେ ସୂଚନା ଦେଇ ପୁରୀ ଜିଲ୍ଲାପାଳ
ସମର୍ଥ ବର୍ମା ଗଣମାଧ୍ୟମକୁ କହିଛନ୍ତି, ୮୦ ବର୍ଷରୁ ଉଦ୍ଧ୍ୱର୍ ବୟସର ମତଦାତା, ଦିବ୍ୟାଙ୍ଗ ଓ କୋଭିଡ୍ ଆକ୍ରାନ୍ତଙ୍କ ପାଇଁ ଏହି ବ୍ୟବସ୍ଥା କରାଯାଇଛି । ମାଇକ୍ରୋ
ଅବଜରଭର୍ ଓ ପ୍ରିଜାଇଡିଂ ଅଫିସର ଘର ଘର ବୁଲି ମତ ଗ୍ରହଣ କରିବେ ।
ଏହି ମତଦାନ ପ୍ରକ୍ରିୟା ୫ ଦିନ ଧରି ଚାଲିବ । ସୂଚନା ଅନୁସାରେ ଆସନ୍ତା ୩୦ ତାରିଖ ଦିନ ପିପିଲି ଉପନିର୍ବାଚନ ଲାଗି ଭୋଟ ଗ୍ରହଣ କରାଯିବ । ତେବେ ପିପିଲି ଉପନିର୍ବାଚନକୁ ନେଇ