ମହିଳାଙ୍କୁ ବଳି ଉଦ୍ୟମ ୩ ଜଣଙ୍କୁ ଗିରଫ କଲା ପୁଲିସ

0 794

ଖଇରା – ଏବେ ବି ସମାଜରୁ ଅନ୍ଧବିଶ୍ୱସ ଦୂର ହୋଇ ନାହିଁ । ଖଇରାରେ ନିଜ ଗର ବୋହୁ ବଳି ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ମହିଳାଙ୍କ ଦେଢଶୁରଓ ନଣନ୍ଦ ଏଥିରେ ସାମିଲ ଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି ।

ଚିନ୍ମୟୀ ନାମକ ମହିଳା ଓ ତାଙ୍କ ପୁଅକୁ ଡାକିଥିଲେ । ଏହାପରେ ନିସ୍ତୁକ ମାଡ ମାରି ଦୂର୍ଗାମନ୍ଦିରକୁ ବଳି ପକାଇବା ପାଇଁ ଟେକି ନେଇଥିଲେ । ତାଙ୍କ ପୁଅ ଖସି ଆସି ଗ୍ରାମବାସୀଙ୍କୁ ଡାକିଥିଲା ।ଗ୍ରାମବାସୀ ଘଟଣାସ୍ଥଳକୁ ଆସିବାରୁ ଏମାନେ ସମସ୍ତ ଫେରାର ହୋଇଯାଇଥିଲେ । ପରେ ଚିନ୍ମୟୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତମାନଙ୍କ ମଧ୍ୟରୁ ୩ ଜଣଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

Leave A Reply