ବୈଦେଶିକ ବିନିମୟ ମୁଦ୍ରା ବଜାରରେ ଭାରତୀୟ ମୁଦ୍ରା ଟଙ୍କାର ମୁଲ୍ୟ
୬ ପଇସା ବୃଦ୍ଧି ପାଇ ଡଲାର ତୁଳନାରେ

119

ବୈଦେଶିକ ବିନିମୟ ମୁଦ୍ରା ବଜାରରେ ଭାରତୀୟ ମୁଦ୍ରା ଟଙ୍କାର ମୁଲ୍ୟ ୬ ପଇସା ବୃଦ୍ଧି ପାଇ ଡଲାର ତୁଳନାରେ ୭୬ ଟଙ୍କା ୪୩ ପଇସା ରହିଛି । ଡଲାର ସୂଚକାଙ୍କ ଶତକଡ଼ା ଶୂନ୍‍ ଦଶମିକ୍‍ ୫/୫ ଭାଗ ହ୍ରାସ ପାଇ ୧୦୩ ଦଶମିକ୍‍ ଶୂନ୍‍ ୫ରେ କାରବାର କରିଥିଲା । ପୂର୍ବ ଦିନର କାରବାରରେ ଡଲାର ଦୁଇ ଦଶନ୍ଧି ତୁଳନାରେ ସର୍ବାଧିକ ସ୍ତର ଛୁଇଁଥିଲା ।



ବମ୍ବେ ଷ୍ଟକ୍‍ ବଜାର ସୂଚକାଙ୍କ ୪୬୦ ପଏଣ୍ଟ ହ୍ରାସ ପାଇ ୫୭ ହଜାର ୬୧ ପଏଣ୍ଟରେ ବନ୍ଦ ହୋଇଛି । ଅନ୍ୟ ପକ୍ଷରେ ନ୍ୟାସନାଟ୍‍ ଷ୍ଟକ୍‍ ବଜାର ସୂଚକାଙ୍କ ୧୪୩ ପଏଣ୍ଟ ହ୍ରାସ ପାଇ ୧୭ହଜାର ୧୦୩ ପଏଣ୍ଟରେ ବନ୍ଦ ହୋଇଛି ।

Comments are closed, but trackbacks and pingbacks are open.