ଏମ୍‍.ଆର୍‍. ଅର୍ଜୁନ ଓ ଧ୍ରୁବ୍‍ କପିଳାଙ୍କ ଯୋଡ଼ି ତାଇପେଇ ଓପନ୍‍ ସୁପର ଟୁର୍ଣ୍ଣାମେଣ୍ଟ୍‍ର ପୁରୁଷ ଡବଲ୍‍ସ୍‍ର ପରବର୍ତ୍ତୀ ରାଉଣ୍ଡ୍‍କୁ ଉନ୍ନୀତ

141

ଭାରତୀୟ ବ୍ୟାଡ୍‍ମିଣ୍ଟନ ତାରକା ଏମ୍‍.ଆର୍‍. ଅର୍ଜୁନ ଓ ଧ୍ରୁବ୍‍ କପିଳାଙ୍କ ଯୋଡ଼ି ତାଇପେଇ ଓପନ୍‍ ସୁପର ଟୁର୍ଣ୍ଣାମେଣ୍ଟ୍‍ର ପୁରୁଷ ଡବଲ୍‍ସ୍‍ର ପରବର୍ତ୍ତୀ ରାଉଣ୍ଡ୍‍କୁ ଉନ୍ନୀତ ହୋଇଛନ୍ତି । ଏହି ଯୋଡ଼ି ତାଇୱାନ୍‍ର ଲିନ୍ୟୁଚେ ଓ ସୁ ଲି ୱି ଙ୍କ ଯୋଡ଼ିକୁ ୨୧-୧୯, ୧୧-୨୧ ଓ ୨୧-୧୨ ସେଟ୍‍ରେ ପରାସ୍ତ କରିଛନ୍ତି ।


ଅନ୍ୟପକ୍ଷରେ ମହିଳା ସିଙ୍ଗ୍‍ଲସ୍‍ରେ ଶ୍ରୀ କ୍ରିଷ୍ଣପ୍ରିୟା କୁଦ୍ରାୱାଲି ଜାପାନ୍‍ର ନସୁକି ନିଦାଇରାଙ୍କଠାରୁ ୧୦-୨୧, ୧୧-୨୧ ସେଟ୍‍ରେ ପରାସ୍ତ ହୋଇଛନ୍ତି ।

Comments are closed, but trackbacks and pingbacks are open.