କାଶ୍ମୀର ଏବେ ଅଲଗା ରାଜ୍ୟ ନୁହଁ, ହଟିବ ଧାରା(ଅନୁଛେଦ) ୩୭୦ , ରାଜ୍ୟ ସଭାରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନ

0 3,330

କାଶ୍ମୀରରୁ ହଟିବ ଧାରା (ଅନୁଛେଦ) ୩୭୦ ,

ରାଜ୍ୟ ସଭାରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନ

କାଶ୍ମୀରର ଏବେ ଅଲଗା ରାଜ୍ୟ ନୁହଁ,

ରାଜ୍ୟ ସଭାରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନକାଶ୍ମୀରରୁ ହଟିବ ଧାରା(ଅନୁଛେଦ) ୩୭୦ ,

ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ରାଜ୍ୟ ସଭାରେ ଏହାକୁ ଉପସ୍ଥାପନ କରିଛନ୍ତି ।

ଜାମ୍ମୁ-କାଶ୍ମୀର ହେବ କେନ୍ଦ୍ର ଶାସିତ ଅଞ୍ଚଳ

ଜାମ୍ମୁ-କାଶ୍ମୀରରୁ ଅଲଗା ହେବ ଲଦାଖ

ଗୃହମନ୍ତ୍ରୀ ଅମିତ ଶାହା ରାଜ୍ୟ ସଭାରେ ଜାମ୍ମୁ କାଶ୍ମୀରରୁ ଧାରା (ଅନୁଛେଦ)୩୭୦ ହଟାଇବା ପାଇଁ ଅଧିସୂଚନା ଉପସ୍ଥାପନ କରିଛନ୍ତି ।

ଜାମ୍ମୁ-କାଶ୍ମୀର ପୁର୍ନଗଠନ ଅଧିସୂଚନା ବି ଉପସ୍ଥାପନ କରିଛନ୍ତି ।

ବିରୋଧିଦଳଙ୍କର ନାରାବାଜି

Leave A Reply