୧୯୯୬ ବ୍ୟାଚର ଆଇ.ପି.ଏସ୍. ଅଧକାରୀ ଅରୁଣ ବୋଥ୍ରା କ୍ରାଇମବ୍ରାଞ୍ଚ୍ ଏ.ଡି.ଜି. ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ କଟକ ସ୍ଥିତ କ୍ରାଇମବ୍ରାଞ୍ଚ ମୁଖ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଦାୟିତ୍ୱ କରିଛନ୍ତି । ପୂର୍ବତନ କ୍ରାଇମବ୍ରାଞ୍ଚ ଏ.ଡି.ଜି. ସଞ୍ଜୀବ ପଣ୍ଡା ଶ୍ରୀ ବୋଥ୍ରାଙ୍କୁ ନୂତନ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । କ୍ରାଇମବ୍ରାଞ୍ଚ ଏ.ଡି.ଜି. ସହ ଶ୍ରୀ ବୋଥ୍ରା ପରିବହନ କମିଶନର ଭାବେ ଅତିରିକ୍ତ ଦାୟିତ୍ୱରେ ମଧ୍ୟ ରହିବେ ।
Comments are closed, but trackbacks and pingbacks are open.