କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ଜୁନ୍‍ ୧୨ ତାରିଖରେ ଟି-୨୦ମ୍ୟାଚ୍‍

116

କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ଜୁନ୍‍ ୧୨ ତାରିଖରେ ଟି-୨୦ ମ୍ୟାଚ୍‍ ଖେଳାଯିବ । ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଏହି ମ୍ୟାଚ୍‍ ଅନୁଷ୍ଠିତ ହେବ ବୋଲି ଓସିଏ ସମ୍ପାଦକ ସଂଜୟ ବେହେରା ସୂଚନା ଦେଇଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫ ମ୍ୟାଚ୍‍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚ୍‍ ବାରବାଟୀ ଷ୍ଟାଡିୟମରେ ଖେଳାଯିବ । ଶୃଙ୍ଖଳାର ପ୍ରଥମ ମ୍ୟାଚ୍‍ ଜୁନ୍‍ ୯ରେ ଦିଲ୍ଲୀରେ ଖେଳାଯିବା ପରେ ୧୨ ତାରିଖରେ କଟକରେ ଦ୍ୱିତୀୟ ମ୍ୟାଚ୍‍ ଖେଳାଯିବ ।

Comments are closed, but trackbacks and pingbacks are open.