ଓଡିଶାଖବରମୁଖ୍ୟ ଖବର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ଝିଅଙ୍କର ବାଜିମାତ ,www.bseodisha.nic.in ରେ ପରୀକ୍ଷା ଫଳ ଉପଲବ୍ଧ By odishanext On May 7, 2018 0 859 Share ୨୦୧୭-୧୮ ଶିକ୍ଷା ବର୍ଷ ପାଇଁ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି ଛି। ଏଥିରେ ୭୬.୨୩ ପ୍ରତିଶତ ପାସ୍ ହୋଇଛନ୍ତି । ମଧ୍ୟାହ୍ନ ୧୨ଟାରୁ ମାଟ୍ରିକ ପରୀକ୍ଷାଫଳ www.bseodisha.ac.in ଏବଂ www.bseodisha.nic.in ୨ଟି ୱେବସାଇଟରେ ଉପଳବ୍ଧ ହେବ। ମୋବାଇଲ ଫୋନରେ ମେସେଜ କରି ପରୀକ୍ଷାଫଳ ଜାଣିପାରିବେ। OR10< ରୋଲ ନମ୍ବର > ଦେଇ 5676750କୁ ଏସ୍ଏମଏସ୍ କଲେ ରେ ରେଜଲ୍ଟ ଜାଣି ପାରିବେ ଅପରାହ୍ଣ ୨ଟାରୁ ବୋର୍ଡ ୱେବସାଇଟ୍ରେ ପରୀକ୍ଷାର୍ଥୀଙ୍କ ଓଏମ୍ଆର୍ ସିଟ୍ ମଧ୍ୟ ଉପଲବ୍ଧ ହେବ। ମୋଟ୍ ୫, ୭୫,୦୬୫ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ୪,୩୮, ୩୪୮ ଜଣ ପାସ୍ ୧,୩୬,୭୧୭ ଜଣ ଫେଲ୍ ଏ ୧ ଗ୍ରେଡ୍ ୧୭୧୫ ଏ ୨ ଗ୍ରେଡ୍ ୧୫, ୬୮୯ ବି ୧ ଗ୍ରେଡ୍ ,୩୯,୨୫୨ ବି ୨ ଗ୍ରେଡ୍ ୬୮,୦୦୯ ସିଗ୍ରେଡ୍ର ୯୮, ୯୪୭ ଡି ଗ୍ରେଡ୍ର ୧,୨୭, ୨୪୩ ଇ ଗ୍ରେଡ୍ ୮୭,୨୭୯ ୬୦%ରୁ ଅଧିକ ନମ୍ବର ୧,୨୪, ୬୬୫ ଜଣ ୨,୨୨,୦୪୩ ଜଣ ଛାତ୍ରୀ ପାସ୍ ୨,୧୬, ୩୦୫ ଜଣ ଛାତ୍ର ପାସ୍ ଜୁନ୍ ୨୫ତାରିଖରେ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ। ଏଥିପାଇଁ ମେ’ ୨୫ରୁ ୩୧ ତାରିଖ ମଧ୍ୟରେ ଫର୍ମ ଫିଲଅପ୍ 0 859 Share