ଖବରମୁଖ୍ୟ ଖବରଲାଇଫଷ୍ଟାଇଲ ସ୍ପଣ୍ଡିଲୋସିସ୍ By odishanext Last updated Apr 1, 2018 0 534 Share ଏହି ରୋଗରେ ବେକ, କାନ୍ଧ, ଅଣ୍ଟାଦରଜ ହୁଏ। ହାତ ଉପରକୁ ଉଠାଇବାକୁ କଷ୍ଟ ଲାଗେ। ମୁଣ୍ଡ ତଳେ ତକିଆ ଦେଇ ଶୁଅନ୍ତୁ ନାହିଁ। ମୁଣ୍ଡ ଧୋଇ ନିୟମିତ ସ୍ନାନ କରିବା ମଧ୍ୟ ଅନୁଚିତ। ସିଝା ଖାଦ୍ୟ ଠିକ୍ ସମୟରେ ଖାଇବା ଆବଶ୍ୟକ। ଔଷଧ ଖାଇବା ସହ ବିଶେଷଜ୍ଞଙ୍କ ପରାମର୍ଶରେ ପ୍ରସାରଣୀ ପତ୍ରରସ ୪ ଚାମଚ, ଶୁଣ୍ଠି ଗୁଣ୍ଡ ୧ଚାମଚ ଖାଇଲେ ମଧ୍ୟ ଉପଶମ ମିଳେ। ଖଟା, ଦହି, ଥଣ୍ଡା ପାନୀୟ ଓ ଆମିଷ ଖାଇବା ଅନୁଚିତ। 0 534 Share