ସମୁଦ୍ରରେ ଏକା ସଙ୍ଗର ଉପରକୁ ଡେଇଁ ପହଁରୁଛନ୍ତି ଶହ ଶହ ଡଲଫିନ୍, ଦେଖନ୍ତୁ ଭିଡିଓ
ସାମୁଦ୍ରିକ ଜୀବ ଓ ମାଛମାନଙ୍କ ମଧ୍ୟରେ ଡଲଫିନ୍ ବେଶ୍ ଚାଲାକ । ଏହା ମଣିଷମାନଙ୍କର ବିଭିନ୍ନ ସଙ୍କେତକୁ ବୁଝିପାରେ । ଏହା ଏକ ସ୍ତନ୍ୟପାୟୀ ଜୀବ । ଡଲଫିନ୍ମାନେ ଦଳଗତ ଭାବେ ରହିବା ସହ ଏକାଠି ସନ୍ତରଣ କରିଥାନ୍ତି । ସମୁଦ୍ର କିମ୍ବା ପାଣିରେ ଯିବା ଆସିବା ସମୟରେ ଏକ ପ୍ରକାର ଶଦ୍ଦ କରି ଏମାନେ ସମନ୍ୱୟ ରକ୍ଷା କରନ୍ତି । ଏବେ ଦେଖନ୍ତୁ ଶହ ଶହ ଡଲଫିନ୍ କିପରି ସମନ୍ୱୟ ରକ୍ଷା କରି ଏକାଠି ପହଁରୁଛନ୍ତି ।
Pod of Dolphins to make your weekend 👍🏻 pic.twitter.com/deqvVA64XJ
— Susanta Nanda IFS (@susantananda3) July 20, 2019