ଭୁବନେଶ୍ୱର,- ଜୁନ୍ ୨୧ ତାରିଖ ଦିନ ଏକ ସ୍ଥାନୀୟ ସମ୍ବାଦପତ୍ରରେ ଓଜେଇଇ-୨୦୧୯ ନାପରେ ଏକ ବିଜ୍ଞାପନ ପ୍ରକାଶ ପାଇଥିଲା ।
ସେଥିରେ ବି.ଟେକ୍ କୋର୍ସରେ ଆଡ୍ପିସନ୍ ସହିତ ଓଜେଇଇ ହେଲପ୍ଲାଇନ୍ ଭାବେ ଦୁଇଟି ପୋବାଇଲ୍ ନମ୍ବର ପଧ୍ୟ
ଦିଆଯାଇଥିଲା ।
ଏ ସମ୍ବନ୍ଧରେ ଓଜେଇଇ ପକ୍ଷରୁ ଏକ ସ୍ପଷ୍ଟୀକରଣରେ କୁହାଯାଇଛି ଯେ ଓଜେଇଇ ୨୦୧୯ ସହିତ ଏହି ବିଜ୍ଞାପନର
କୌଣସି ସଂପର୍କ ନାହିଁ । ସେଥିରେ ଲିଖିତ ହେଲପ୍ଲାଇନ୍ ନମ୍ବର ପଧ୍ୟ ଓଜେଇଇର ନମ୍ବର ନୁହେଁ । ତେଣୁ ବିଜ୍ଞାପନ ସଂପୂର୍ଣ୍ଣ ଜାଲ୍
ଅଟେ । ଛାତ୍ରଛାତ୍ରୀପାନଙ୍କୁ ବିଭ୍ରାନ୍ତ କରିବା ଉଦ୍ଦେଶ୍ୟରେ ଏହି ଜାଲ୍ ବିଜ୍ଞାପନ ପ୍ରକାଶ କରାଯାଇଛି ।
ଓଜେଇଇ କପିଟି ପକ୍ଷରୁ ସପସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକପାନଙ୍କୁ ଏ ସଂପର୍କରେ ସତର୍କ କରିବା ସହିତ ଏ ଭଳି ଜାଲ
ବିଜ୍ଞାପନଠାରୁ ଦୂରେଇ ରହିବା ପାଇଁ କୁହାଯାଇଛି ।
ଛାତ୍ରଛାତ୍ରୀପାନେ ଓଜେଇଇର ସରକାରୀ େୱବ୍ସାଇଟ୍ (ojee.nic.in/odishajee.com)ରେ ଓଜେଇଇ
୨୦୧୯ର କାଉନ୍ସିଲିଂ ଓ ଆଡ୍ପିସନ୍ ସଂକ୍ରାନ୍ତ ସପସ୍ତ ନିୟପାବଳୀ, ସୂଚନା ଓ ନିର୍ଦ୍ଦେଶନାପାକୁ ଅନୁସରଣ କରିବା ପାଇଁ
ଓଜେଇଇ ପକ୍ଷରୁ ପରାପର୍ଶ ଦିଆଯାଇଛି । ଏ ସଂପର୍କରେ କୌଣସି ଅସୁବିଧା ବା ସନ୍ଦେହହେଲେ ଛାତ୍ରଛାତ୍ରୀ ଓ ଅଭିଭାବକପାନେ
ଗଣ୍ଡପୁଣ୍ଡାସ୍ଥିତ ଓଜେଇଇ କାର୍ଯ୍ୟାଳୟ ସହିତ ସଂପର୍କ କରିପାରିବେ କିମ୍ବା ୦୬୭୪-୨୩୮୨୧୦୧, ୦୬୭୪-୨୩୮୨୧୦୮ ଫୋନ୍
ନମ୍ବରରେ ଯୋଗାଯୋଗ କରିପାରିବେ ।
Sign in
Sign in
Recover your password.
A password will be e-mailed to you.