କଲିକତାର ହାୱଡାରେ ସଡ଼କ ଦୁର୍ଘଟଣାରେ ୫ ଓଡ଼ିଆ ଯୁବକଙ୍କ ମୃତ୍ୟୁ ।
ଜୁଲାଇ ୨୦ରେ ପାଟକୁରାରେ ମତଦାନ । – ପ୍ରଚାର ପାଇଁ ପାଟକୁରାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୁରୁବାର ଜୁଲାଇ ୧୮ ତାରିଖ ପ୍ରଚାରର ଶେଷ ଦିନ ।
ବିଧାନସଭାର ପ୍ରଶ୍ନକାଳରେ ମନ୍ତ୍ରୀ ଓ ବିଧାୟକଙ୍କ ଅନୁପସ୍ଥିତିକୁ ନେଇ ବିରୋଧୀଦଳଙ୍କ ପକ୍ଷରୁ ଉଦ୍ବେଗ ପ୍ରକାଶ । – ଗୃହ ଅପରାହ୍ଣ ୩ଟା ଯାଏଁ ମୁଲତବୀ ।
କଟକ ଜବାହରଲାଲ ନେହେରୁ ଇନ୍ଡୋର ଷ୍ଟାଡିୟମରେ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ଚାମ୍ପିୟନସିପ୍ ଉଦ୍ ଘାଟିତ