ଭୁବନେଶ୍ୱର ୨୬।୦୨।୨୦୨୦୦ – ପିପିଲିରେ ୨ଦିନ ହେବ ୫ଜଣଙ୍କ ଜୀବନ ନେଇଥିବା ଦନ୍ତାହାତୀ ସୋମବାର ରାତିରେ ଚନ୍ଦକା ଜଙ୍ଗଲକୁ ଫେରିଯାଇଛି ।
ବନବିଭାଗ ପକ୍ଷରୁ ରବିବାରଠାରୁ ଦନ୍ତାହାତୀର ପିଛା କରାଯାଉଥିଲା । ସେହିଦିନ ପିପିଲିର ବିଭିନ୍ନ ଅଞ୍ଚଳରେ
ଦନ୍ତା ଆକ୍ରମଣରେ ୪ଜଣଙ୍କର ମୃତ୍ୟୁ ହୋଇଥିଲା । ଗତକାଲି ଦିନତମାମ ପାତ୍ରପଡା ଔଷଧୀୟ କେନ୍ଦ୍ରରେ ହାତୀଟି ରହିବାପରେ ନୂଆଗାଁ ଦେଇ ଚନ୍ଦକାଜଙ୍ଗଲକୁ ଫେରିଯାଇଥିବା ବନବିଭାଗ ସ୍ପଷ୍ଟ କରିଛି ।