ନିଶା କାରବାରରେ ଲିପ୍ତ ଅପରାଧୀମାନଙ୍କୁ ୬ ମାସ ପାଇଁ ଭୁବନେଶ୍ୱର ଛାଡ଼ିବାକୁ କମିଶନରେଟ୍‍ ପକ୍ଷରୁ ନିର୍ଦ୍ଦେଶନାମା

241

ରାଜଧାନୀ ଭୁବନେଶ୍ୱରରେ ନିଶା କାରବାର ଓ ନିଶା ବେପାରୀଙ୍କ
ବିରୋଧରେ କମିଶନରେଟ୍‍ ପୁଲିସ୍‍ ଶୂନ୍ୟ ସହନଶୀଳତା ନୀତି ଆପଣେଇଛି ।
ପୁଣି ଥରେ ଅପରେସନ୍‍ ହ୍ୱାଇଟ୍‍ ସ୍ପାଇଡର୍‍କୁ ପୁଲିସ୍‍ ପକ୍ଷରୁ ଜୋର୍‍ଦାର
କରାଯାଇଛି । ଏଣିକି ରାଜଧାନୀରେ ନିଶା କାରବାରରେ ଲିପ୍ତ ଥିବା
ଅପରାଧୀମାନଙ୍କୁ ୬ ମାସ ପାଇଁ ଭୁବନେଶ୍ୱର ଛାଡ଼ିବାକୁ କମିଶନରେଟ୍‍ ପକ୍ଷରୁ
ନିର୍ଦ୍ଦେଶନାମା ଜାରି ହୋଇଛି ବୋଲି ସୂଚନା ମିଳିଛି ।

Comments are closed, but trackbacks and pingbacks are open.