Browsing Tag

sports

ଅଲଟିମେଟ ଖୋ ଖୋ ସିଜନ-୨, ଗୁଜରାଟ ଜିଆଂଟ୍ସ ଓ ମୁମ୍ବାଇ ଖିଲାଡିସ ମଧ୍ୟରେ ଉତ୍ସାହଜନକ ଟାଇ

କଟକ,୨ ଜାନୁଆରୀ ୨୦୨୪: ଅଲ୍ଟିମେଟ ଖୋ ଖୋ ସିଜନ ୨ରେ ଆଜି ୨ୟ ମ୍ୟାଚ୍‌ରେ ମଧ୍ୟ ଟାଇ ଦେଖିବାକୁ ମିଳିଛି । ଚେନ୍ନାଇ କ୍ୱିକ ଗନ୍ସ ଓ ଓଡିଶା ଜଗରନଟ୍ସ ମଧ୍ୟରେ ୧ମ ମ୍ୟାଚରେ ଟାଇ ହେବା ପରେ କଟକର ଜୱାହାରଲାଲ ନେହେରୁ ଗୁଜରାଟ ଜିଆଂଟ୍ସ ଓ ମୁମ୍ବାଇ ଖିଲାଡିସ ମଧ୍ୟରେ ଖେଳାଯାଇଥିବା ୨ୟ ମଧ୍ୟ

ଅଲଟିମେଟ ଖୋ ଖୋ ସିଜନ-୨, ରାଜସ୍ଥାନ ୱାରିୟର୍ସକୁ ୧ ପଏଂଟରେ ହରାଇଲା ମୁମ୍ବାଇ ଖିଲାଡିସ

କଟକ,୩୧ ଡିସେମ୍ବର, ୨୦୨୩: ଅଲ୍ଟିମେଟ ଖୋ ଖୋ ସିଜନ ୨ରେ ଆଜି ୭ମ ଦିନରେ କଟକର ଜୱାହାରଲାଲ ନେହେରୁ ଷ୍ଟାଡିୟମରେ ଖେଳାଯାଇଥିବା ୨ୟ ମ୍ୟାଚରେ ମୁମ୍ବାଇ ଖିଲାଡିସ୍‌, ରାଜସ୍ଥାନ ୱାରିୟର୍ସକୁ ୩୧-୩୦ ପଏଂଟରେ ପରାଜିତ କରିଛି । ଗଜାନନ ସିଙ୍ଗଲେଙ୍କ ଲଗାତର ୩ଟି ଡ୍ରିମ ରନ ବୋନସ କାରଣରୁ ମୁମ୍ବାଇ

ଅଲଟିମେଟ ଖୋ ଖୋ ସିଜନ-୨,ତେଲୁଗୁ ୟୋଦ୍ଧାସ ବିରୋଧରେ ଗୁଜରାଟ ଜିଆଂଟସର ବିଶାଳ ବିଜୟ

କଟକ,୨୯ ଡିସେମ୍ବର, ୨୦୨୩: ଅଲ୍ଟିମେଟ ଖୋ ଖୋ ସିଜନ ୨ରେ ଆଜି କଟକର ଜୱାହାରଲାଲ ନେହେରୁ ଷ୍ଟାଡିୟମରେ ଖେଳାଯାଇଥିବା ୨ୟ ମ୍ୟାଚରେ ଗୁଜରାଟ ଜିଆଂଟସ, ତେଲୁଗୁ ୟୋଦ୍ଧାସକୁ ୪୧-୪୦ ପଏଂଟ୍‌ରେ ପରାଜିତ କରିଛି । ସେହିପରି ଆଜିର ପ୍ରଥମ ମ୍ୟାଚରେ ଚେନ୍ନାଇ କ୍ୱିକ ଗନସ, ରାଜସ୍ଥାନ ୱାରିୟର୍ସକୁ

ଅଲ୍ଟିମେଟ ଖୋ ଖୋ ସିଜନ-୨ ପାଇଁ ନୈତିକତା ଓ ଶାସନ କମିଟିର ଅଧ୍ୟକ୍ଷ ହେଲେ ଜଷ୍ଟିସ ମୁକୁଲ ମୁଦଗଲ 

ଭୁବନେଶ୍ୱର: ଭାରତର ପ୍ରମୁଖ ପ୍ରଫେସନାଲ ଖୋ ଖୋ ଲିଗ, ଅଲ୍ଟିମେଟ ଖୋ ଖୋ ପକ୍ଷରୁ ଜଷ୍ଟିସ ମୁକୁଲ ମୁଦଗଲ (ଅବସରପ୍ରାପ୍ତ)ଙ୍କୁ ସିଜିନ-୨ ପାଇଁ ନୈତିକତା ଓ ଶାସନ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ଏହି ରଣନୈତିକ ପଦକ୍ଷେପ କ୍ରୀଡ଼ା କ୍ଷେତ୍ରରେ ନୈତିକ ମାନଦଣ୍ଡ କୁ ପ୍ରୋତ୍ସାହିତ

ଅଲଟିମେଟ୍ ଖୋ ଖୋ ସିଜିନ୍‌-୨,ମୁମ୍ବାଇ ଖିଲାଡିସ୍‌କୁ ହରାଇ ଶୀର୍ଷରେ ଓଡିଶା ଜଗରନଟ୍‌ସ

କଟକ,୨୭ ଡିସେମ୍ବର, ୨୦୨୩: ଅଲ୍ଟିମେଟ୍ ଖୋ ଖୋ ସିଜନ ୨ରେ ଆଜି ମୁମ୍ବାଇ ଖିଲାଡିସ୍ ବିରୋଧରେ ୩୧-୨୮ ପଏଂଟ୍‌ର ବିଜୟ ସହିତ ଡିଫେଣ୍ଡିଂ ଚାମ୍ପିଅନ୍ ଓଡିଶା ଜଗରନଟ୍‌ସ ନିଜର ବିଜୟଧାରା ବଜାୟ ରଖିଛି । ୩ଟି ମ୍ୟାଚ୍‌ରେ ୮ ପଏଂଟ୍ ସହିତ ଓଡିଶା ଜଗରନଟ୍‌ସ ପଏଂଟ୍ ଟେବୁଲରେ ଶୀର୍ଷ ସ୍ଥାନ ଅଧିକାର

ଅଲଟିମେଟ୍ ଖୋ ଖୋ ସିଜିନ୍‌-୨: ଓଡିଶା ଜଗର୍‌ନଟ୍‌ସ ଓ ଚେନ୍ନାଇ କ୍ୱିକ୍ ଗନ୍‌ସ ମଧ୍ୟରେ ରୋମାଂଚକର ଡ୍ର’, ମୁମ୍ବାଇ …

କଟକ,୨୬ ଡିସେମ୍ବର, ୨୦୨୩: ଆଜି ଅଲ୍ଟିମେଟ୍ ଖୋ ଖୋର ସିଜନ ୨ର ୩ୟ ଦିବସରେ କଟକର ଜୱାହାରଲାଲ ନେହେରୁ ଷ୍ଟାଡିୟମରେ ଖେଳାଯାଇଥିବା ୨ୟ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ ଓଡିଶା ଜଗର୍‌ନଟ୍‌ସ ଓ ଚେନ୍ନାଇ କ୍ୱିକ୍ ଗନ୍‌ସ ମଧ୍ୟରେ ଏକ ରୋମାଂଚକର ୩୪-୩୪ ଡ୍ର’ ଦେଖିବାକୁ ମିଳିଥିଲା । ଏହି

ଅଲଟିମେଟ୍ ଖୋ ଖୋ ସିଜିନ୍‌-୨:ପ୍ରଥମ ମ୍ୟାଚରେ ରାଜସ୍ଥାନ ୱାରିୟର୍ସକୁ ପରାସ୍ତ କଲା ଓଡ଼ିଶା ଜଗରନଟ୍‌ସ,ମୁମ୍ବାଇ …

କଟକ: ହାଇ-ଏନର୍ଜି ଲିଗ୍‌ର ରୋମାଂଚକର ୨ୟ ସିଜନ୍ ସହିତ ଅଲ୍ଟିମେଟ୍ ଖୋ ଖୋ ଅତି ଉତ୍ସାହଜନକଭାବେ ଆଜିଠାରୁ କଟକର ଜୱାହାରଲାଲ ନେହେରୁ ଇନଡ଼ୋର ଷ୍ଟାଡ଼ିୟମରେ ଆରମ୍ଭ ହୋଇଛି । ଏହି ଉଦଘାଟନୀ ମ୍ୟାଚ୍‌ରେ ଶ୍ରୀଯୁକ୍ତ ତୁଷାରକାନ୍ତି ବେହେରା, ମାନ୍ୟବର କ୍ରୀଡ଼ା ମନ୍ତ୍ରୀ, ଓଡ଼ିଶା ସରକାର, ଶ୍ରୀ