ଦିଲ୍ଲୀରେ ସୌର ମେଣ୍ଟର ପ୍ରତିଷ୍ଠା ସମ୍ମିଳନୀ , ୬୧ଟି ଦେଶଙ୍କର ଅଂଶ ଗ୍ରହଣ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଅଭିଭାଷଣ
ମୁଁ ଦିଲ୍ଲୀରେ ଅନ୍ତର୍ଜାତୀୟ ସୌର ମେଣ୍ଟର ପ୍ରତିଷ୍ଠା ସମ୍ମିଳନୀରେ ଆପଣମାନଙ୍କୁ ସମସ୍ତଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଉଛି ।
ଆଜି ଏହି ଐତିହାସିକ ଦିବସର ମଞ୍ଜି ନଭେମ୍ବର 2015ରେ ପ୍ୟାରିସରେ 21ତମ କନଫରେନ୍ସ ଅଫ ପାର୍ଟିଜ ସମୟରେ…