ଏସ୍ବିଆଇ ଲାଇଫ୍ର ସ୍ତନ କର୍କଟ ସଚେତନତା ଅଭିଯାନ “ଥାଙ୍କ୍ସ ଏ ଡଟ୍”
ଭୁବନେଶ୍ୱର: ଅକ୍ଟୋବରକୁ ଆନ୍ତର୍ଜାତିକ ସ୍ତନ କର୍କଟ ସଚେତନତା ମାସ ଭାବେ ପାଳନ କରାଯାଉଥିବା ବେଳେ ଏସ୍ବିଆଇ ଲାଇଫ୍ ପକ୍ଷରୁ ଏହି ରୋଗକୁ ନେଇ ସଚେତନତା ସୃଷ୍ଟି କରିବା ଲାଗି “ଥାଙ୍କସ୍ ଏ ଡଟ୍” ନାମକ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି । ଭାରତରେ ଏହା ଏକ ବ୍ୟାପକ କ୍ୟାସନର ରୋଗରେ ପରିଣତ!-->…