ଦେଶର ସବୁ ଅଙ୍ଗନବାଡି, ଏଏନଏମ, ଆଶା କର୍ମୀଙ୍କ ସହ ସେପ୍ଟେମ୍ବର ୧୧ରେ ଭିଡିଓ କନଫେରେନସିଙ୍ଗ ଜରିଆରେ ମତ ବିନିମୟ କରିବେ…
ନୂଆଦିଲ୍ଲୀ--ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘ପୋଷଣ ମାସ’ ର ଏକ ଅଂଶବିଶେଷ ଭାବେ ୧୧ ସେପ୍ଟେମ୍ବର, ୨୦୧୮ ପୂର୍ବାହ୍ନ ୧୦.୩୦ରେ ଲକ୍ଷାଧିକ ଆଶା, ଏଏନଏମ, ଅଙ୍ଗନବାଡି କର୍ମୀ ଏବଂ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ହିତାଧିକାରୀମାନଙ୍କ ସହିତ ଭିଡିଓ କନଫେରେନସିଙ୍ଗ ଜରିଆରେ ମତ ବିନିମୟ କରିବେ…