ଏଣିକି ଉଭୟ ଅନ୍ଲାଇନ୍ ଓ ଅଫ୍ ଲାଇନ୍ରେ ପ୍ରଦୂଷଣ ପ୍ରମାଣପତ୍ର ହୋଇପାରିବ
ଭୁବନେଶ୍ୱର - ଏଣିକି ଉଭୟ ଅନ୍ଲାଇନ୍ ଓ ଅଫ୍ ଲାଇନ୍ରେ ପ୍ରଦୂଷଣ ପ୍ରମାଣପତ୍ର ହୋଇପାରିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ଏହି ପ୍ରମାଣପତ୍ର ଆସନ୍ତାମାସ ପହିଲାରୁ ସରକାର ବାଧ୍ୟତାମୂଳକ କରିଥିଲେ ।
ତେବେ ରାଜ୍ୟରେ ଟେଷ୍ଟିଂ ୟୁନିଟ୍ର ଅଭାବ ଓ ଟେଷ୍ଟିଂ ସେଣ୍ଟରରେ…