Browsing Tag

odianews

ଦୀପାବଳୀ ପରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲଗୃହ ପାଠପଢ଼ା ଆରମ୍ଭ ହେବାର ସମ୍ଭାବନା

ଦୀପାବଳୀ ପରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲଗୃହ ପାଠପଢ଼ା ଆରମ୍ଭ ହେବାର ସମ୍ଭାବନା ରହିଛି । ବିଦ୍ୟାଳୟ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି କରୋନାର ତୃତୀୟ ଲହରର ସମ୍ଭାବନା କମ୍‍ଥିବାରୁ ପର୍ଯ୍ୟାୟକ୍ରମେ ଏହି

ନଭେମ୍ବର ମାସ ପାଇଁ କରୋନା ମାର୍ଗଦର୍ଶିକା ଜାରି

ରାଜ୍ୟ ସରକାର ନଭେମ୍ବର ମାସ ପାଇଁ କରୋନା ମାର୍ଗଦର୍ଶିକା ଜାରି କରିଛନ୍ତି । ଏହା ଆସନ୍ତା ଡିସେମ୍ବର ପହିଲା ପର୍ଯ୍ୟନ୍ତ ବଳବତ୍ତର ରହିବ । ସ୍ୱତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ ଜାରି ଏହି ମାର୍ଗଦର୍ଶିକାରେ ଧର୍ମାନୁଷ୍ଠାନରେ ପର୍ବପର୍ବାଣି ପାଳନ ନେଇ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବେ

ଅଲିଭ ରିଡ୍‍ଲେ କଇଁଛଙ୍କ ଆଗମନକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ଜିଲ୍ଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର…

ଅଲିଭ ରିଡ୍‍ଲେ କଇଁଛଙ୍କ ଆଗମନକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ଜିଲ୍ଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ନିଷିଦ୍ଧାଞ୍ଚଳରେ ମାଛଧରା ବନ୍ଦ ରଖାଯାଇଛି । ଏହା ଆସନ୍ତାକାଲିଠାରୁ କାର୍ଯ୍ୟକାରୀ ହେବ । ରାଜନଗର ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ବନ୍ଦ

ଦୀପାବଳି ଏବଂ କାଳୀପୂଜାରେ ବାଣ ଫୁଟାଇବା ଦ୍ୱାରା କରୋନା ସଂକ୍ରମଣ ଅଧିକ ବଢ଼ିପାରେ ବୋଲି ଡି.ଏମ୍‍.ଇ.ଟି. କହିଛନ୍ତି

ଦୀପାବଳି ଏବଂ କାଳୀପୂଜାରେ ବାଣ ଫୁଟାଇବା ଦ୍ୱାରା କରୋନା ସଂକ୍ରମଣ ଅଧିକ ବଢ଼ିପାରେ ବୋଲି ଡି.ଏମ୍‍.ଇ.ଟି. କହିଛନ୍ତି । ସେ କହିଛନ୍ତି ବର୍ତ୍ତମାନ କରୋନା ସଂକ୍ରମଣ ସହ ଏହା ବୃଦ୍ଧି ପାଇବା ଏକ ଚିନ୍ତାଜନକ ବିଷୟ । ସେଥିପାଇଁ ସେ ସମସ୍ତଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି ।

ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ମହାବାତ୍ୟାକୁ ୨୨ ବର୍ଷ ପୂରଣ ହୋଇଛି

୧୯୯୯ ମସିହା ଅକ୍ଟୋବର ୨୯ ତାରିଖ ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ମହାବାତ୍ୟାକୁ ଆଜି ୨୨ ବର୍ଷ ପୂରଣ ହୋଇଛି । ତେବେ ଏହି ମହାବାତ୍ୟାରେ ଉପକୂଳ ଜିଲ୍ଲା ଜଗତ୍‍ସିଂହପୁର ବେଶ୍‍ ପ୍ରଭାବିତ ହୋଇଥିଲା । ସମଗ୍ର ଜିଲ୍ଲାରେ ବିଶେଷ କରି ଏରସମା ବ୍ଲକରେ ଏହି ପ୍ରଳୟଙ୍କାରୀ ମହାବାତ୍ୟା

‘ଫିସର୍‍ ଫ୍ରେଣ୍ଡ୍‍ ମୋବାଇଲ୍‍ ଆପ୍ଲିକେସନ୍‍’ ବା ଏଫ୍‍.ଏଫ୍‍.ଏମ୍‍.ଏ. ବିକଶିତ

ରାଜ୍ୟ ସରକାର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଏକ ଉନ୍ନତ ପ୍ରଯୁକ୍ତି ବିଦ୍ୟାଯୁକ୍ତ ‘ଫିସର୍‍ ଫ୍ରେଣ୍ଡ୍‍ ମୋବାଇଲ୍‍ ଆପ୍ଲିକେସନ୍‍’ ବା ଏଫ୍‍.ଏଫ୍‍.ଏମ୍‍.ଏ. ବିକଶିତ କରିଛନ୍ତି । ମତ୍ସ୍ୟଚାଷୀମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଥିବା ଏହି ମୋବାଇଲ୍‍ ଆପ୍‍କୁ ବିଭାଗୀୟ ମନ୍ତ୍ରୀ ଅରୁଣ

ପୁରୀ ପୌରାଞ୍ଚଳବାସୀ ଏଣିକି ଶ୍ରୀମନ୍ଦିର ଭିତରକୁ ପଶ୍ଚିମ ଦ୍ୱାର ଦେଇ ପ୍ରବେଶ କରିପାରିବେ

ପୁରୀ ପୌରାଞ୍ଚଳବାସୀ ଏଣିକି ଶ୍ରୀମନ୍ଦିର ଭିତରକୁ ପଶ୍ଚିମ ଦ୍ୱାର ଦେଇ ପ୍ରବେଶ କରିପାରିବେ । ପୂର୍ବରୁ ପୁରୀବାସୀଙ୍କ ସମେତ ଅନ୍ୟ ଶ୍ରଦ୍ଧାଳୁମାନେ ସିଂହଦ୍ୱାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରୁଥିଲେ । କୋଭିଡ୍‍ କଟକଣା ମଧ୍ୟରେ ଦୁଇ ଡୋଜ୍‍ ଟିକାର ପ୍ରମାଣପତ୍ର କିମ୍ବା

ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଏହାର ପାଶ୍ୱର୍ବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ

ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଏହାର ପାଶ୍ୱର୍ବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବାରୁ ଏହା ଲଘୁଚାପ ରୂପ ନେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତାକାଲିଠାରୁ ଦକ୍ଷିଣ ଓଡ଼ିଶାର ଗଜପତି, ଗଞ୍ଜାମ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ

ଏକାଦଶ ହକି ଇଣ୍ଡିଆ ସିନିୟର ମହିଳା ଚାମ୍ପିୟନସିପ୍‍ ଓଡ଼ିଶା ଦଳ ହିମାଚଳ ପ୍ରଦେଶ ବିପକ୍ଷରେ ବୃହତ ବିଜୟ ହାସଲ

ଝାନ୍ସୀରେ ଚାଲିଥିବା ଏକାଦଶ ହକି ଇଣ୍ଡିଆ ସିନିୟର ମହିଳା ଚାମ୍ପିୟନସିପ୍‍ରେ ଗତକାଲି ଓଡ଼ିଶା ଦଳ ହିମାଚଳ ପ୍ରଦେଶ ବିପକ୍ଷରେ ବୃହତ ବିଜୟ ହାସଲ କରିଛି । ଦୀପ୍ତି ଲାକ୍ରା ଏକାକୀ ୬ଟି ଗୋଲ୍‍ ସ୍କୋର କରି ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଗତକାଲି ଖେଳାଯାଇଥିବା ଅନ୍ୟ