ଜାଣନ୍ତୁ କେଉଁଥିରେ କେତେ ବଢିଛି ବସ୍ଭଡା
ରାଜ୍ୟ ସରକାରଙ୍କ ପକ୍ଷରୁ ଯାତ୍ରୀବାହୀ ବସ୍ଭଡ଼ା ବୃଦ୍ଧି କରାଯାଇଛି ।
ତୈଳ ଦର ବୃଦ୍ଧି ପରିପ୍ରେକ୍ଷୀରେ ଏହି ଭଡ଼ା ବୃଦ୍ଧି କରାଯାଇଛି । ସାଧାରଣ ବସ୍ଭଡ଼ା କିଲୋମିଟର ପିଛା ୮୯ ପଇସାରୁ ୯୨ ପଇସାକୁ ବୃଦ୍ଧିକରାଯାଇଛି ।
ଏକ୍ସପ୍ରେସ୍ ବସ୍ଭଡ଼ା ୯୩ ପଇସାରୁ ୯୬ ପଇସାକୁ ବୃଦ୍ଧି!-->!-->!-->!-->!-->…