ରାଜ୍ୟର ବିଭିନ୍ନ ଜିଲ୍ଲାରେ କେମିତି ପାଳନ ହୋଇଛି ଦଶହରା ଜାଣନ୍ତୁ
ସାରା ରାଜ୍ୟରେ ଅତ୍ୟନ୍ତ ଶ୍ରଦ୍ଧା, ଭକ୍ତି ଓ ନିଷ୍ଠାର ସହ ଦଶହରାପାଳନ କରାଯାଉଛି । ଦଶହରା ଲାଗି ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କୁପାରମ୍ପରିକରୀତି ମତେ ରାଜାଧିରାଜ ବା ସୁନାବେଶରେ ସଜ୍ଜିତ କରାଯିବାନୀତି ସମ୍ପନ୍ନ ହୋଇଛି ।
ପବିତ୍ର ବିଜୟା ଦଶମୀ ଅବସରରେ ସମଗ୍ର ସୁବର୍ଣ୍ଣପୁର!-->!-->!-->…