ଇସ୍ରୋ ପକ୍ଷରୁ ଛାତ୍ର ଛାତ୍ରୀଙ୍କ ପାଇଁ ଆରମ୍ଭ ହେଲା କାର୍ଯ୍ୟକ୍ରମ ଧ୍ରୁବ
ବେଙ୍ଗାଲୁର - ବିଜ୍ଞାନ, ଗଣିତ, ନାଟକ, ସଂଗୀତ, ନୃତ୍ୟ ଆଦି କ୍ଷେତ୍ରରେ ରୁଚି ରଖୁଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନୂଆନୂଆ କଳ୍ପନାର ବିକାଶ, ଦକ୍ଷତା ବୃଦ୍ଧି ଓ ଜ୍ଞାନବୃଦ୍ଧି ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ମହତ୍ୱାକାଂକ୍ଷୀ ପ୍ରଧାନମନ୍ତ୍ରୀ ନବସୃଜନ ଶିକ୍ଷା କାର୍ଯ୍ୟକ୍ରମ ‘ଧ୍ରୁବ’…