ଆଇ.ଏ.ଏସ୍. ସ୍ତରରେ ଅଦଳବଦଳ
ଭୁବନେଶ୍ୱର - ରାଜ୍ୟ ସରକାର ଆଇ.ଏ.ଏସ୍. ସ୍ତରରେ କେତେକ ଅଦଳବଦଳ କରି ୧୭ଜଣ ଆଇ.ଏ.ଏସ୍. ଓ ଆଇ.ପି.ଏସ୍.ଙ୍କୁ ବିଭିନ୍ନ ଦାୟିତ୍ୱ ନ୍ୟସ୍ତ କରିଛନ୍ତି । ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଉନ୍ନୟନ କମିଶନର ଅସିତ୍ କୁମାର ତ୍ରିପାଠୀଙ୍କୁ ଅତିରିକ୍ତ ଭାବେ…