ଏସ୍ବିଆଇର ଆବାସିକ ଗୃହ ଋଣ ୬ ଲକ୍ଷ କୋଟି ଟଙ୍କା ଟପିଲା, ଗୃହ ଋଣ ଗ୍ରାହକଙ୍କ ପାଇଁ ଉତ୍ସବ ବୋନାଞ୍ଜା ଘୋଷଣା
ଭୁବନେଶ୍ୱର: ଦେଶର ସର୍ବବୃହତ ଗୃହ ଋଣ ପ୍ରଦାନକାରୀ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଆବାସିକ ଗୃହ ଋଣ ପରିମାଣ ୬ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି । ଏହି ମାଇଲଖୁଂଟକୁ ପାଳନ କରିବା ଓ ଉତ୍ସବକୁ ସ୍ୱାଗତ କରିବା ଲାଗି ଏସ୍ବିଆଇ ପକ୍ଷରୁ ଗୃହ ଋଣ ଗ୍ରାହକମାନଙ୍କ ପାଇଁ ଉତ୍ସବ ବୋନାଞ୍ଜା ଘୋଷଣା!-->…