ରାଜ୍ୟର ବିଭିନ୍ନ ସ୍ଥାନରେ ଫଗୁଖେଳ ଓ ଦୋଳ ମେଳଣ ଅନୁଷ୍ଠିତ
ପବିତ୍ର ଦୋଳ ଉତ୍ସବ । ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ଫଗୁଖେଳ ଓ ଦୋଳ ମେଳଣ ଅନୁଷ୍ଠିତ ହେଉଛି । ଶ୍ରୀ ରାଧାକୃଷ୍ଣ ସୁସଜ୍ଜିତ ବିମାନରେ ବିରାଜମାନ ହୋଇ ଘରଘର ବୁଲି ଭୋଗ ଖାଇବା ସହ ମେଳଣ ପଡ଼ିଆରେ ବିଭିନ୍ନ ସ୍ଥାନରୁ ଆସିଥିବା ବିମାନର ମେଳଣ ହୋଇଥାଏ ।
ଶ୍ରୀମନ୍ଦିରରେ!-->!-->!-->…