ଭାରତ ସରକାରଙ୍କ ସମର୍ଥିତ ଇ-କମର୍ସ ଅଭିଯାନ ଓଏନ୍ଡିସିରେ ସ୍ପାଇସ୍ମନି ସାମିଲ
ଭୁବନେଶ୍ୱର: ଭାରତ ସରକାରଙ୍କ ସମର୍ଥିତ ଓପେନ୍ ନେଟ୍ୱର୍କ ଫର ଡିଜିଟାଲ୍ କମର୍ସ (ଓଏନ୍ଡିସି)ରେ ସାମିଲ ହୋଇଛି ଗ୍ରାମୀଣ ଭାରତ ଉପରେ ଗୁରୁତ୍ୱ ପ୍ରଦାନ କରୁଥିବା ଫିନ୍ଟେକ୍ ସଂସ୍ଥା ସ୍ପାଇସ୍ମିନ । ପ୍ରଥମ ଗ୍ରାମୀଣ ଫିନ୍ଟେକ୍ ସଂସ୍ଥା ଭାବେ ଏହା ଓଏନ୍ଡିସି ସହ ଯୋଡ଼ି ହୋଇଛି ଯାହାର ବିଟା!-->…