ଗୁରୁବାର ଭୋର ୪ଟାରେ ଦ୍ୱାରଫିଟା,
ସାଢ଼େ ୪ଟାରେ ମଙ୍ଗଳ ଆଳତି,
୫ଟାରେ ମଇଲମ ଓ ତଡ଼ପଲାଗି,
୬ଟାରେ ଅବକାଶ,
ସକାଳ ୬ଟା ୧୫ରେ ରୋଷ ହୋମ,
ସାଢ଼େ ୬ଟାରେ ସୂର୍ଯ୍ୟପୂଜା,
୬ଟା ୪୫ରେ ଦ୍ୱାରପାଳ ପୂଜା,
୭ଟାରେ ବେଶ ଶେଷ
ସାଢ଼େ ୭ଟାରେ ଗୋପାଳବଲ୍ଲଭ ନୀତି ସଂପନ୍ନ
ସକାଳ ୮ରୁ ସାଢ଼େ ୯ଟା ସକାଳଧୂପ
ସାଢ଼େ ୮ରୁ ସାଢ଼େ ୧୦ଟା ଭୋଗମଣ୍ଡପ
ପୂର୍ବାହ୍ଣ ୧୦ଟା ୪୫ରେ ମଇଲମ
ସାଢ଼େ ୧୧ଟାରେ ଯାତ୍ରାଙ୍ଗୀ ମହାସ୍ନାନ
ମଧ୍ୟାହ୍ଣ ୧୨ଟାରେ ସର୍ବାଙ୍ଗ ଚନ୍ଦନ
ଅପରାହ୍ଣ ଗୋଟାଏରେ ନୂଆଲୁଗା ଲାଗି ବେଶ
ସାଢ଼େ ଗୋଟାଏରୁ ୩ଟା ମଧ୍ୟାହ୍ନ ଧୂପ
ଅପରାହ୍ଣ ୨ରୁ ସାଢ଼େ ୩ଟା ଦ୍ୱିତୀୟ ଭୋଗମଣ୍ଡପ
୩ଟା ୪୫ରୁ ୪ଟା ୪୦ ମଇଲମ ଓ ବେଶ
ସଂଧ୍ୟା ୫ଟା ସଂଧ୍ୟା ଆଳତି, ସଂଧ୍ୟା ସାଢ଼େ ୫ଟାରୁ ରାତି ୭ଟା ସଂଧ୍ୟାଧୂପ ନୀତି
ଏହା ଭିତରେ ଭକ୍ତମାନେ ମହାପ୍ରଭୁଙ୍କ ସଂଧ୍ୟା ଦର୍ଶନ କରିପାରିବେ
ରାତି ୭ଟା ପରଠୁ ମହାପ୍ରଭୁଙ୍କ ବାହୁଡ଼ା ନୀତି ପ୍ରସ୍ତୁତି ଆରମ୍ଭ ହେ
Sign in
Sign in
Recover your password.
A password will be e-mailed to you.