ଅହମ୍ମଦାବାଦ.- ଗୁଜୁରାଟର ଅହମ୍ମଦାବାଦରେ ପ୍ରଦାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମୁହଁ ଥିବା ରାକ୍ଷୀ ବିକ୍ରି ହେଉଛି । ଏହି ରାକ୍ଷୀ ଗୋଟାକରଦାମ ୫୦ରୁ ୭୦ ହଜାର ଟଙ୍କା । ରାକ୍ଷୀ ଗୁଡିକୁ ସୁନାରେ ତିଆରି କରାଯାଇଛି ।
ଏକ ଅଳଙ୍କାର ଦୋକାନରେ ଏପରି ୫୦ଟି ରାକ୍ଷୀ ତିଆରି କରାଯାଇଥିଲା । ଏ ପର୍ଯ୍ୟନ୍ତ ୪୭ଟି ରାକ୍ଷୀ ବିକ୍ରି ସରିଲାଣି ।