ମୋଦୀ ଓ ଶାହଙ୍କ ପରେ ପ୍ରଚାର ପାଇଁ ଓଡ଼ିଶାରେ ପ୍ରଚାର କଲେ ରାଜନାଥ ସିଂ

0 876

ଭୁବନେଶ୍ୱର .- ରାଜ୍ୟରେ ନିର୍ବାଚନ ପ୍ରଚାର ଜୋର ସୋରରେ ଚାଲିଛି  । ଏଥର ଓଡ଼ିଶା ଉପରେ ବିଶେଷ, ଭାବେ ଗୁରୁତ୍ୱ ଦେଇଛି ବିଜେପି ।  ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ପରେ ଓଡ଼ିଶା୍ର୍  କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂ  ପ୍ରଚାର କରିଛନ୍ତି । ଶୁକ୍ରବାରରେ ରାଜନାଥ ସିଂ ମୟୂରଭଞ୍ଜ, ନୟାଗଡ଼, କଟକ ରେ ବିଜୟ ସଙ୍କଳ୍ପ ସମାବେଶରେ ସାମିଲ  ହୋଇଛନ୍ତି ।

Leave A Reply