ଫ୍ଲିପ୍‌କାର୍ଟ ବିବିଡି ସେଲ୍‌ରେ ଅତୁଳନୀୟ ସ୍ମାର୍ଟଫୋନ୍ ରିହାତି ପ୍ରଦାନ କରୁଛି ପୋକୋର ଏମ୍‌ଆର୍‌ପି କ୍ୟାମ୍ପେନ

37

ବେଙ୍ଗାଲୁରୁ, ୧୯ ସେପ୍ଟେମ୍ବର ୨୦୨୪ : ଦ୍ରୁତ ଅଭିବୃଦ୍ଧିଶୀଳ ଉପଭୋକ୍ତା ଟେକ୍ନୋଲୋଜି ବ୍ରାଣ୍ଡ ପୋକୋ ଇଣ୍ଡିଆ ଏହାର ଉତ୍ସାହଜନକ ଏମ୍‌ଆର୍‌ପି କ୍ୟାମ୍ପେନ ସହିତ ଫ୍ଲିପ୍‌କାର୍ଟ ବିଗ୍ ବିଲିୟନ ଡେଜ୍‌କୁ ଆଲୋକିତ କରିବା ପାଇଁ ପ୍ରସ୍ତୁତ ରହିଛି । ପାରମ୍ପରିକ ‘ଏମ୍‌ଆର୍‌ପି’ରେ ଏକ ଟ୍ୱିଷ୍ଟ ଆଣି ପୋକୋ ଏହାର ନିଜସ୍ୱ ‘ମ୍ୟାଡ ରିଟେଲ ପ୍ରାଇସ୍‌’ ଲଂଚ୍ କରିଛି । ଏହି ଅଭିନବ ପଦକ୍ଷେପ ଗ୍ରାହକଙ୍କୁ ମ୍ୟାଡ୍ ଡିଲ ପ୍ରଦାନ କରି ଖୁଚୁରା ମୂଲ୍ୟର ଧାରଣାକୁ ପୁନଃବ୍ୟାଖ୍ୟା କରିଛି ଯାହା ପ୍ରିମିୟମ ଟେକ୍ନୋଲୋଜିକୁ ଉଲ୍ଲେଖନୀୟ ଭାବେ ସୁଲଭ କରୁଛି । ଏହାର ଶୀର୍ଷ ସ୍ତରର ଡିଭାଇିସ୍‌ଗୁଡିକରେ ଗୁରୁତ୍ୱପୂର୍ଣ୍ଣ ରିହାତି ସହିତ, ଅତ୍ୟାଧୁନିକ ଟେକ୍ନୋଲୋଜି ସମସ୍ତଙ୍କ ପହଂଚ ମଧ୍ୟରେ ରହିବ ବୋଲି ପୋକୋ ସୁନିଶ୍ଚିତ କରୁଛି । ଏହାବ୍ୟତୀତ ଗ୍ରାହକମାନେ  ନିର୍ଦ୍ଧିଷ୍ଟ ବ୍ୟାଙ୍କ ଅଫର ସହିତ ତତ୍କାଳ ସଂଚୟର ଲାଭ ପାଇପାରିବେ, ଯାହା ଏହି ସେଲ୍‌କୁ ଟେକ୍ ଉତ୍ସାହୀଙ୍କ ପାଇଁ ସବୁଠାରୁ ବଡ ପର୍ବରେ ପରିଣତ କରୁଛି ।

ପୋକୋ ଏଫ୍‌୬ ୫ଜି

ନେକ୍ସଟ ଜେନ୍ ଏଆଇ ସହ ସେଗ୍‌ମେଂଟ୍‌ରେ ସବୁଠାରୁ ଶକ୍ତିଶାଳୀ ଫୋନ୍ ପୋକୋ ଏଫ୍‌୬ ୫ଜି ସ୍ନାପ୍‌ଡ୍ରାଗନ ୮ଏସ୍ ଜେନ୍‌୩ ପ୍ରୋସେସର ଦ୍ୱାରା ପରିଚାଳିତ ଅଟେ । ଏଥିରେ ଏକ ୫୦ଏମ୍‌ପି ଡୁଆଲ ସୋନି ଏଲ୍‌ୱାଇଟି-୬୦୦ ଓଆଇଏସ୍ କ୍ୟାମେରା ଏବଂ ଏକ ୧୨୦ଏଚ୍‌ଜେଡ୍ ୧.୫କେ ଆମୋଲେଡ ଡିସପ୍ଲେ ରହିଛି ।

ପୋକୋ ଏକ୍ସ୬ ପ୍ରୋ ୫ଜି

୧.୪ ଏମ୍‌ଏନ୍ ଆନ୍‌ଟୁଟୁ ସ୍କୋର ସହ ସେଗ୍‌ମେଂଟରେ ସବୁଠାରୁ ଶକ୍ତିଶାଳୀ ଫୋନ୍ ପୋକୋ ଏକ୍ସ୬ ପ୍ରୋ ୫ଜିରେ ଏମ୍‌ଟିକେ ଡାଇମେନ୍‌ସିଟି ୮୩୦୦ ଅଲ୍‌ଯ୍ରା ରହିଛି । ଏହା ଏକ ୬.୬୭ ଇଂଚ୍ ୧.୫ କେ ଆମୋଲେଡ ଡିସ୍‌ପ୍ଲେ ଏବଂ ଓଆଇଏସ୍ ସହ ୬୪ ଏମ୍‌ପି ଟ୍ରିପଲ କ୍ୟାମେରା ସହିତ ଆସୁଛି ।

ପୋକୋ ଏକ୍ସ୬ ୫ଜି

ସ୍ନାପ୍‌ଡ୍ରାଗନ ୭ଏସ୍ ଜେନ୍ ୨ ଚିପ୍‌ସେଟ୍ ଓ ୧.୫କେ ୧୨୦ଏଚ୍‌ଜେଡ୍ ଡିସ୍‌ପ୍ଲେ ସହ ସେଗ୍‌ମେଂଟର ଏକମାତ୍ର ଫୋନ ପୋକୋ ଏକ୍ସ୬ ୫ଜିରେ କର୍ଣ୍ଣିଙ୍ଗ ଗରିଲା ଗ୍ଲାସ୍ ଭିକ୍ଟସ, ୬.୬୭ ଇଂଚ୍ ୧.୫ କେ ଆମୋଲେଡ ଡିସ୍‌ପ୍ଲେ ଓ ଓଆଇଏସ୍ ସହ ୬୪ଏମ୍‌ପି ଟ୍ରିପଲ କ୍ୟାମେରା ରହିଛି ।

ପୋକୋ ଏକ୍ସ୬ ନିଓ ୫ଜି

ଆମୋଲେଡ ଡିସ୍‌ପ୍ଲେ ସହ ସବୁଠାରୁ ସୁଲଭ ୫ଜି ଫୋନ ପୋକୋ ଏକ୍ସ୬ ନିଓ ୫ଜି ଏକ ୭.୬୯ଏମ୍‌ଏମ୍ ଏକ୍ସଟ୍ରା ଥିନ ବଡି ସହ ଆସୁଛି ଏବଂ ଏହା ଏକ ୬.୬୭ ଇଂଚ୍ ବେଜେଲ-ଲେସ ଫୁଲ ଏଚ୍‌ଡି+ ଡିସ୍‌ପ୍ଲେ ପ୍ରଦାନ କରୁଛି । ଏହି ଫୋନ୍‌ରେ ୩ ଗୁଣ ଜୁମ୍ ସହ ଏକ ୧୦୮ଏମ୍‌ପି କ୍ୟାମେରା ରହିଛି ।

ପୋକୋ ଏମ୍‌୬ ପ୍ଲସ୍ ୫ଜି

୩ଏକ୍ସ ଇନ୍‌-ସେନ୍ସର ଜୁମ୍ ସହ ୧୦୮ ଏମ୍‌ପି ଡୁଆଲ କ୍ୟାମେରା ସହ ସବୁଠାରୁ ସୁଲଭ ୫ଜି ଫୋନ୍ ପୋକୋ ଏମ୍‌୬ ପ୍ଲସ୍ ୫ଜିରେ ସ୍ନାପ୍‌ଡ୍ରାଗନ ୪ ଜେନ୨ ଏଇ ଚିପ୍‌ସେଟ ଓ ୬.୭୯ ଇଂଚ୍ ୧୨୦ଏଚ୍‌ଜେଡ ଡିସ୍‌ପ୍ଲେ ରହିଛି ।

ପୋକୋ ଏମ୍‌୬ ୫ଜି

ଭାରତର ସବୁଠାରୁ ସୁଲଭ ୫ଜି ଫୋନ୍ ପୋକୋ ଏମ୍‌୬ ୫ଜି ଏମ୍‌ଟିକେ ଡାଇମେନ୍‌ସିଟି ୬୧୦୦+ ୫ଜି ପ୍ରୋସେସର ସହ ସୁସଜ୍ଜିତ ରହିଛି । ଏଥିରେ ୬.୭୪ ଇଂଚ୍ ୯୦ଏଚ୍‌ଜେଡ୍ ଡିସ୍‌ପ୍ଲେ ଓ ପ୍ରିମିୟମ ସ୍କାଏ ଡ୍ୟାନ୍ସ ଡିଜାଇନ ରହିଛି ।

ପୋକୋ ସି୬୧ ୫ଜି

ପୋକୋ ସି୬୧ ୫ଜିରେ ଏକ ଗ୍ଲାସ୍ ବ୍ୟାକ୍ ଓ ଫାଷ୍ଟ ସାଇଡ ଫିଙ୍ଗରପ୍ରିଂଟ୍ ସେନ୍‌ସର ସହ ଏକ ପ୍ରିମିୟମ ଡିଜାଇନ ରହିଛି । ଏହା ୬.୭୧ଇଂଚ ଏଲ୍‌ସିଡି ଡଟ୍ ଡ୍ରପ ଏଚ୍‌ଡି+ ଡିସ୍‌ପ୍ଲେ ସହ ଏକ ୯୦ଏଚ୍‌ଜେଡ୍ ରିଫ୍ରେଶ ରେଟ୍ ଓ ମିଡିଆଟେକ ଜି୩୬ ଚିପ୍‌ସେଟ ସହିତ ଆସୁଛି ।

ପୋକୋ ସି୬୫ ୫ଜି

ପୋକୋ ସି୬୫ ୫ଜିରେ ମିଡିଆଟେକ ହେଲିଓ ଜି୮୫ ଚିପ୍‌ସେଟ ଏବଂ ୬.୭୪ ଇଂଚ୍ ଏଚ୍‌ଡି+ ୯୦ଏଚ୍‌ଜେଡ ଡିସ୍‌ପ୍ଲେ ରହିଛି ।

ଆସନ୍ତା ସେପ୍ଟେମ୍ବର ୨୬ ତାରିଖ, ୨୦୨୪ରୁ ଆରମ୍ଭ ହେଉଥିବା ବିଗ୍ ବିଲିୟନ ଡେଜ୍ ସେଲ ସମୟରେ ପୋକୋ ଏଫ୍‌୬ ୫ଜି, ଏକ୍ସ୬ ପ୍ରୋ ୫ଜି ଓ ଏକ୍ସ୬ ନିଓ ୫ଜି କ୍ରୟ ପାଇଁ ଉପଲବ୍ଧ ହେଉଥିବା ବେଳେ ପୋକୋ ସି୬୫ ୫ଜି, ସି୬୧ ୫ଜି, ଏମ୍‌୬ ୫ଜି, ଏମ୍‌୬ ପ୍ଲସ୍ ୫ଜି ଓ ଏକ୍ସ୬ ୫ଜି ନିଜର ଏକ୍ସକ୍ଲୁସିଭ ବିବିଡି ମୂଲ୍ୟରେ  https://www.flipkart.com/bbd24-pre-tease-poco-ik2df-store.ରେ ବର୍ତମାନ ଉପଲବ୍ଧ ହେଉଛି ।

ପୋକୋ ସ୍ମାର୍ଟଫୋନ୍ ମଡେଲ               ମ୍ୟାଡ ରିଟେଲ ପ୍ରାଇସ୍ (ଏମ୍‌ଆର୍‌ପି)

ପୋକୋ ଏଫ୍‌୬ ୫ଜି              ୨୧୯୯୯ ଟଙ୍କା

ପୋକୋ ଏକ୍ସ୬ ପ୍ରୋ ୫ଜି       ୧୮୯୯୯ ଟଙ୍କା

ପୋକୋ ଏକ୍ସ୬ ୫ଜି               ୧୪୯୯୯ ଟଙ୍କା

ପୋକୋ ଏକ୍ସ୬ ନିଓ ୫ଜି        ୧୧୯୯୯ ଟଙ୍କା

ପୋକୋ ଏମ୍‌୬ ପ୍ଲସ୍ ୫ଜି       ୧୦୯୯୯ ଟଙ୍କା

ପୋକୋ ଏମ୍‌୬ ୫ଜି               ୭୪୯୯ ଟଙ୍କା

ପୋକୋ ସି୬୫       ୬୭୯୯ ଟଙ୍କା

ପୋକୋ ସି୬୧       ୬୨୯୯ ଟଙ୍କା

ଏହି ମୂଲ୍ୟଗୁଡିକରେ ବ୍ୟାଙ୍କ ଅଫର୍ ଓ ଏକ୍ସଚେଞ୍ଜ ଅଫର୍ ଅନ୍ତର୍ଭୁକ୍ତ ରହିଛି ।

Comments are closed, but trackbacks and pingbacks are open.