ଜାତୀୟ ସବ୍ଜୁନିୟର ବାଳକ ହକି ପ୍ରତିଯୋଗିତାରେ ଓଡ଼ିଶା ବୋଞ୍ଜ ପଦକ ହାସଲ କରିଛି । ଗୋଆଠାରେ ଅନୁଷ୍ଠିତ ଖେଳରେ ଗତକାଲି ଓଡ଼ିଶା ଦଳ ହରିଆଣାକୁ ୫-୨ ଗୋଲ୍ରେ ପରାସ୍ତ କରିଥିଲା । ଦଳ ପକ୍ଷରୁ ରୋହିତ ସିଂ ୨ଟି ଗୋଲ୍ ସ୍କୋର କରିଥିଲେ । ଅନ୍ୟପକ୍ଷରେ ପ୍ରତିଯୋଗିତାରେ ଉତ୍ତରପ୍ରଦେଶ ଝାଡ଼ଖଣ୍ଡକୁ ୩-୦ ଗୋଲ୍ରେ ପରାସ୍ତ କରି ଚମ୍ପିୟାନ୍ ହୋଇଛି ।
Comments are closed, but trackbacks and pingbacks are open.