ନବୀନ ସରକାରଙ୍କୁ ପ୍ରଶଂସା କଲେ ମୋଦୀ

0 822

ନୂଆଦିଲ୍ଲୀ . – ନବୀନ ପଟ୍ଟନାୟକଙ୍କର ସରକାର ହକି ବିଶ୍ୱ କପ୍‌କୁ ସଫଳତାର ସହ ଆୟୋଜନ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ପ୍ରଶଂସା କରି ଟ୍ୱିଟ କରିଛନ୍ତି । ଫାଇନାଲରେ ପହଞ୍ଚିଥିବା ଉଭୟଦଳଙ୍କୁ ଶୁଭେଚ୍ଛା ଜଣାଇବା ସହ , ସଫଳତାର ସହ ବିଶ୍ୱକପ୍‌ ଆୟୋଜନ କରିବା ପଛରେ ପରିଶ୍ରମ କରିଥିବା ସମସ୍ତ ବ୍ୟକ୍ତି ଙ୍କ ମୋଦୀ ପ୍ରଶଂସା କରିଛନ୍ତି । ଏହା ସହ ଓଡ଼ିଶାର ଆତିଥ୍ୟ ପ୍ରଦାନକୁ ମଧ୍ୟ ଏହି ଟ୍ୱିଟରେ ପ୍ରଶଂସା କରାଯାଇଛି ।

Leave A Reply