ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ମିଥୁନ ଚକ୍ରବର୍ତ୍ତୀ, ମାନସିକ ପୂରଣ ପରେ ଶ୍ରୀମନ୍ଦିର ଆସିଲେ

0 2,223

ପୁରୀ .- ହିନ୍ଦୀ ସିନେମାର ଅଶୀ ତଥା ନବେ ଦଶକ ଲୋକପ୍ରିୟ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କୁ ଦର୍ଶନ କରିଛନ୍ତି । ସେ ଗୁରୁବାର ସକାଳେ ଶ୍ରୀମନ୍ଦିରରେ ପହଞ୍ଚି ଶ୍ରୀଜୀଉମାନଙ୍କୁ ଦର୍ଶନ କରିଥିଲେ । ମଧ୍ୟାହ୍ନରେ ସେ ବ୍ରାହ୍ମଣଙ୍କୁ ମହାପ୍ରସାଦ ସେବନ କରାଇବା ସହ ସନ୍ଧ୍ୟାରେ ନୀଳଚକ୍ରରେ ବାନା ବାନ୍ଧିବେ ।
ମିଥୁନଙ୍କ ଶରୀର ଅସୁସ୍ଥ ଥିଲା । ସେ ଆମେରିକାରେ ଚିକିତ୍ସିତ ହେଉଥିଲେ । ଏବେ ସେ ସ୍ୱାସ୍ଥ୍ୟଲାଭ କରିଛନ୍ତି । ବୁଧବାରରୁ ସେ ପୁରୀରେ ପରିବାର ସହ ଅବସ୍ଥାନ କରିଥିଲେ ।

Leave A Reply