ମହାନଦୀ ଓ ବିରୂପା ନଦୀ ଉପରେ ଥିବା ପୁରୁଣା ପୋଲର ସାମର୍ଥ୍ୟ ଯାଞ୍ଚ କରାଯିବ

0 2,295

ମହାନଦୀ ଓ ବିରୂପା ନଦୀ ଉପରେ ଥିବା ପୁରୁଣା ପୋଲର ସାମର୍ଥ୍ୟ ଯାଞ୍ଚ କରାଯିବ । ଲୋକମାନଙ୍କର ଧନଜୀବନର ସୁରକ୍ଷା ଦୃଷ୍ଟିରୁ ମହାନଦୀ ଉପରେ ଥିବା ମଝି ପୋଲ ଓ ବିରୂପା ନଦୀ ଉପରେ ବାମପାଶ୍ୱର୍ ପୋଲର ସ୍ଥିତି ଏବଂ ସାମର୍ଥ୍ୟ ଜାଣିବା ପାଇଁ ବ୍ରିଜର ଭାର ଅଥବା ଲୋଡ ପରୀକ୍ଷଣ କରାଯିବ ।

ଜାତୀୟ ରାଜପଥ କର୍ତ୍ତୃପକ୍ଷ, ଏନଏଚଏଆଇ ଏବଂ ଜାତୀୟ ରାଜପଥର ଠିକାସଂସ୍ଥା ଦୁଇଟି ଯାକ ପୁରୁଣା ପୋଲର ଲୋଡ ଟେଷ୍ଟିଂ ବା
ଭାର ପରୀକ୍ଷଣ କରିବ ବୋଲି ଜଣାପଡିଛି । ଏଥିନିମନ୍ତେ ଏହି ଦୁଇ ପୋଲ ଉପରେ ଭାରୀଯାନ ଏବଂ ସର୍ବସାଧାରଣଙ୍କ ଗାଡିଯାତାୟତ କରିବା ଉପରେ କଟକଣା ଜାରି କରାଯାଇଛି ।

Leave A Reply