lakhmi ବିଶ୍ୱାସମୁଖ୍ୟ ଖବର ଲକ୍ଷ୍ମୀଙ୍କର ଏହି ମନ୍ତ୍ର ଅର୍ଥାଭାବ ଦୂର କରିବା ସହ, ଧନ ସମ୍ପତି ବୃଦ୍ଧି କରିଥାଏ ଲକ୍ଷ୍ମୀଙ୍କର ଏହି ମନ୍ତ୍ର ଅର୍ଥାଭାବ ଦୂର କରିବା ସହ, ଧନ ସମ୍ପତି ବୃଦ୍ଧି କରିଥାଏ By odishanext Last updated May 7, 2018 0 1,129 Share ଧନର ଦେବୀ ହେଉଛନ୍ତି ଲକ୍ଷ୍ମୀ । ସେ ନିଜର ଭକ୍ତ ତଥା ଆଶ୍ରିତମାନଙ୍କୁ ଧନ ସମ୍ପତ୍ତି ପ୍ରଦାନ କରିଥାଆନ୍ତି । ଗୁରୁବାରେ ହେଉଛି ଲକ୍ଷ୍ମୀଙ୍କର ବାର । ତେବେ ଲକ୍ଷ୍ମୀହ୍କୁ ପ୍ରସନ୍ କରିବା ପାଇଁ ସ୍ନାନାଦି କାର୍ଯ୍ୟ ସମ୍ପନ୍ନ କରି ଏକ ଆସନରେ ବସି , ଧୂପ ଦୀପ ନୈବେଦ୍ୟ ଲକ୍ଷ୍ମୀ ପ୍ରତିମା କିମ୍ବା ଫଟୋରେ ପ୍ରଦାନ କରି ଭକ୍ତିର ସହ ବିଶ୍ୱାସର ସହ ଏହି ମନ୍ତ୍ରକୁ ପାଠକଲେ ଅର୍ଥାଭାବ ଦୂର ହୋଇଥାଏ ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ । ଲକ୍ଷ୍ମୀଙ୍କ ମନ୍ତ୍ର- “ଓଁ ଶ୍ରୀଂ ହ୍ରୀଂ ଶ୍ରୀଂ କମଳେ କମଳାୟେ ପ୍ରସିଦ୍ଧ ପ୍ରସିଦ୍ଧ ଶ୍ରୀଂ ହ୍ରୀଂ ଶ୍ରୀଂ ଓଁ ମହାଲକ୍ଷ୍ମୟେ ସ୍ୱାହା” 0 1,129 Share