ଚକଲେଟ ଖାଇବାର ଭଲ ଓ ଖରାପ ପ୍ରଭାବ

0 494

ଅଧିକାଂଶ ଲୋକ ଚକଲେଟ ଖାଇବା ପାଇଁ ପସନ୍ଦ କରନ୍ତି । ୧୦୦ ଜଣରେ ୬୬ ଜଣ ଚକଲେଟ ଖାଇବା ପାଇଁ ପସନ୍ଦ କରିଥାଆନ୍ତି । ମାତ୍ର ପ୍ରତିଦିନ ଚକଲେଟ ଖାଇବା ଶରୀର ପ୍ରତି କ୍ଷତି କାରକ । ଅଧିକ ପରିମାଣର ଚକଲେଟ ଖାଇଲେ ଏସିଡିଟି ବା ଅମ୍ଳ ଦୋଷ ହୋଇଥାଏ ।  ମାତ୍ର ଅଳ୍ପ ପରିମାଣ  ଚକଲେଟ ଖାଇବା ଦ୍ୱାରା ଶରୀର ଉପରେ ଭଲ ପ୍ରଭାବ ପକାଇଥାଏ ।

ଚୁଟି ଓ ଚର୍ମ ପାଇଁ ଡାର୍କ ଚକଲେଟ ଭଲ

ଆମେରିକାରେ ହୃଦ ରୋଗୀଙ୍କୁ ଅଲ୍ପ ପରିମାଣରେ ଡାର୍କ ଚକଲେଟ ପ୍ରତିଦିନ ଖାଇବା ପାଇଁ ପରାମର୍ଶ ଦିଆଯାଇଥାଏ

ଏହା ମନକୁ ଶାନ୍ତ କରିଥାଏ ।

ବେଲଜିୟମର ଡାର୍କ ଚକଲେଟ ବିଶ୍ୱର ସର୍ବ ଶ୍ରେଷ୍ଠ

ଏଥିରେ ରୋଗ ପ୍ରତିରୋଧକ ଶକ୍ତି ଥାଏ ।

Leave A Reply