ରାଜପଥର କୃଷ୍ଣା ଛକଠାରେ ଟ୍ରକ୍‍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା
ଫଳରେ ୪ ଜଣଙ୍କର ମୃତ୍ୟୁ

205

ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍‍ ଅନ୍ତର୍ଗତ ୩୫୩ ନମ୍ବର ଜାତୀୟ ରାଜପଥର କୃଷ୍ଣା ଛକଠାରେ ଟ୍ରକ୍‍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଥିବାର ଜଣାପଡ଼ିଛି ।


ଅନ୍ୟପକ୍ଷରେ ଭଦ୍ରକ ଗ୍ରାମାଚଂଳ ଥାନା ଅନ୍ତର୍ଗତ ରାହାଞ୍ଜ ଛକ ନିକଟରେ ଆଜି ଏକ କାର୍‌ ଦୁର୍ଘଟଣାରେ ସ୍ୱାମୀର ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି । ତେବେ ୨ ବର୍ଷର ଶିଶୁ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି । ଆହତଙ୍କୁ ସ୍ଥାନୀୟ ମେଡିକାଲ୍‍ରେ ଭର୍ତ୍ତି କରାଯାଇଛି ।

#nuapara #nuapada #odisha

Comments are closed, but trackbacks and pingbacks are open.