ଦେବୁ ବୋଷଙ୍କର ପରଲୋକ, ହାଇଦ୍ରାବାଦରେ ଚିକିତ୍ସିତ ଅବସ୍ଥାରେ ଶେଷ ନିଶ୍ୱାସ  ତ୍ୟାଗ କଲେ

ଦେବୁ ବୋଷଙ୍କର ପରଲୋକ, ହାଇଦ୍ରାବାଦରେ ଚିକିତ୍ସିତ ଅବସ୍ଥାରେ ଶେଷ ନିଶ୍ୱାସ  ତ୍ୟାଗ କଲେ

0 668

ହାଇଦ୍ରାବାଦ.- ଓଲିଉଡ୍‌ରେ ଲୋକ ପ୍ରିୟ କଳାକାର ଦେବୁ ବୋଷଙ୍କର ୭୫ ବର୍ଷ ବୟସରେ ପରଲୋକ ହୋଇଛି । ହାଇଦ୍ରାବାଦରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।  ସେ ଗତ ୪ ମାସ ଧରି ଅସୁସ୍ଥ ଥିଲେ ।

ଆଗରୁ ଦେବୁ ବୋଷଙ୍କର ଦୁଇଥର ହୃଦଘାତ ହୋଇଥିଲା । ସେ ଓଡିଆ ସିନେମା ତପସ୍ୟାରୁ ଅଭିନୟ ଆରମ୍ଭ କରିଥିଲେ। ୧୫୦ରୁ ଅଧିକ ସିନେମାରେ ସେ ଅଭିନୟ କରିଛନ୍ତି । ତାଙ୍କର ମୃତ୍ୟୁରେ ଓଡିଆ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି ।

Leave A Reply