ଓଡ଼ିଶାର ୭ ଲୋକସଭା ଆସନ ଓ ୨୦ ବିଧାନସଭା ଆସନ ପାଇଁ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

0 1,275

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପାଇଁ ଶୁକ୍ରବାର କଂଗ୍ରେସ ଚତୁର୍ଦ୍ଦଶ ପ୍ରାର୍ଥୀ ତାଲକା ଘୋଷଣା କରିଛି । ଏହି ତାଲିକାରେ ଓଡ଼ିଶାର ୭ଟି ଲୋକସଭା ଆସନ ସ୍ଥାନ ପାଇଛି । କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ଘୋଷଣା କରାଯାଇଥିବା ତାଲିକାରେ ଓଡ଼ିଶାର ୭ଟି, ବିହାରର ୪ଟି ଓ ଉତ୍ତର ପ୍ରଦେଶର ଗୋଟିଏ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ସ୍ଥାନ ପାଇଛି ।  କଂଗ୍ରେସ ପକ୍ଷରୁ ଆଜି ଘୋଷଣା ହୋଇଥିବା ଆସନ ଗୁଡ଼ିକରେ ଏପ୍ରିଲ ୨୩ ଓ ୨୯ରେ ମତଦାନ ହେବ ।

ଓଡ଼ିଶାର ୭ଟି ଲୋକସଭା ପାଇଁ ପ୍ରାର୍ଥୀ
-ପୁରୀ: ସତ୍ୟପ୍ରକାଶ ନାଏକ
-କେନ୍ଦୁଝର: ଫକୀର ମୋହନ ନାଏକ
-ବାଲେଶ୍ୱର: ନବଜ୍ୟୋତି ପଟ୍ଟନାୟକ
-ଭଦ୍ରକ: ମଧୁସ୍ମିତା ସେଠୀ
-ଢେଙ୍କାନାଳ: କାମାକ୍ଷାପ୍ରସାଦ ସିଂହଦେଓ
-କେନ୍ଦ୍ରାପଡ଼ା: ଧରଣୀଧର ନାୟକ
-ଜଗତସିଂହପୁର: ପ୍ରତିମା ମଲ୍ଲିକ

 

୨୦ ବିଧାନସଭା ଆସନ ପାଇଁ ପ୍ରାର୍ଥୀ

ତେଲକୋଇ: ମୋହନ ହେମ୍ବ୍ରମ
ପଟଣା: ଗୋପେଶ୍ୱର ନାଏକ
ଯଶୀପୁର: ମହେନ୍ଦ୍ର ନାଏକ
ଉଦଳା: ବେଣୁଧର ମହାପାତ୍ର
ବାରିପଦା: ଦଶରଥ ଦାସ
ବସ୍ତା: ବିଜୟ ନାୟକ
ରେମୁଣା: ପ୍ରତାପ ସେଠୀ
ବାସୁଦେବପୁର: ଅଶୋକ କୁମାର ଦାସ
ଧାମନଗର: ଡ. ବିଦ୍ୟାଧର ଜେନା
ବିଞ୍ଝାରପୁର: ମନୋରଂଜନ ଦାସ
ବରୀ: ଉମେଶ ଜେନା
ସୁକିନ୍ଦା: ସରତ ରାଉତ
ପରଜଂଗ: ଯଶସ୍ୱିନୀ ରାଉତ
ନିଆଳି: ମମତା ଭୋଇ
ମାହାଙ୍ଗା: ଦେବେନ୍ଦ୍ର କୁମାର ସାହୁ
ପାଟକୁରା: ଜୟନ୍ତ ମହାନ୍ତି
ତିର୍ତ୍ତୋଲ: ବିଭୁ ପ୍ରସାଦ ତରାଇ
ପୁରୀ: ଅରୋ ପ୍ରସାଦ ମିଶ୍ର
ନୟାଗଡ଼: ମନୋଜ କୁମାର ସାହୁ

Leave A Reply